ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର,୪ ଘଣ୍ଟା ପରେ କେନାଲରୁ ଉଦ୍ଧାର କଲେ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ
ମୟୂରଭଞ୍ଜ : ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ । ୨ ଶିକ୍ଷକ ଉଦ୍ଧାର । ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଦୀର୍ଘ ୪ ଘଣ୍ଟା ପରିଶ୍ରମ କରିବା ପରେ କେନାଲରୁ ଉଦ୍ଧାର କରିବାକୁ ସକ୍ଷମ ହେଲେ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର…