Browsing Tag

dead body

ସମୁଦ୍ର କୂଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କାକଟପୁର (କେନ୍ୟୁଜ): ଅସ୍ତରଙ୍ଗ ନିକଟ ଗୁଣ୍ଡଳବା ସମୁଦ୍ର କୂଳରେ କ୍ଷତବିକ୍ଷତ ମୃତଦେହ ଠାବ । ମୃତକ ବ୍ୟକ୍ତି ଆଇଁଶିଣିଆ ଗ୍ରାମର ରାଧୁ ସ୍ବାଇଁ ବୋଲି ଜଣାପଡିଛି। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହରେ କ୍ଷତ ଚିହ୍ନ ରହିଛି। ବ୍ୟକ୍ତି ଜଣଙ୍କ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ ।…

ନଦୀ କୂଳରୁ ଯୁବକଙ୍କ ମୃ୍ତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯାଜପୁର (କେନ୍ୟୁଜ): ଖରସ୍ରୋତା ନଈକୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୁଚନା ମୁତାବକ…

ଜାତିଆଣ ମନୋଭାବ ପାଇଁ ହଜିଗଲା ମାନବିକତା, ୧୨ ଘଣ୍ଟା ପଡି ରହିଲା ବୃଦ୍ଧଙ୍କ ଶରୀର

ସୁବର୍ଣ୍ଣପୁର(କେନ୍ୟୁଜ) : ଯୁଗ ବଦଳିଛି । ମଣିଷ ପୃଥିବୀରୁ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି । ହେଲେ ଆଜିବି ଗାଁ ଗହଳିରେ ରହିଛି ଛୁଆଁ ଅଛୁଆଁ ମନୋଭାବ । ଯେଉଁଥିପାଇଁ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟର ୧୨ ଘଣ୍ଟା ପର୍ଯ୍ୟନ୍ତ ପଡିରହିଲା ମୃତଶରୀର । ଘର ସାମ୍ନାରେ ପଡି ରହିଥିଲା ବୃଦ୍ଧଙ୍କ…

ଗାତ ଭିତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋରାପୁଟ (କେନ୍ୟୁଜ): ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗ। ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି ଗତକାଲି ହଳ ନେଇ ଜମିକୁ…

ଗାଁ ଦାଣ୍ଡରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପୂର୍ବଶତ୍ରୁତାରୁ ହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

ବେଗୁନିଆ (କେନ୍ୟୁଜ): ସାହି ମଝିରେ ପିଟି ପିଟି ହତ୍ୟା । ପ୍ରଥମେ କୌଣସି କଥାକୁ ନେଇ ଯୁକ୍ତିତର୍କ । ତା ପରେ ସଂଘବଦ୍ଧ ଆକ୍ରମଣରେ ହତ୍ୟା । ବୋଲଗଡ ମାଣିବନ୍ଧ ପଞ୍ଚାୟତ ବଡନୟାପଲ୍ଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା । ବଡନୟାପଲ୍ଲୀ ଗାଁର…

ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହକୁ ଗୋଟେ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼ (କେନ୍ୟୁଜ୍‌) : ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ମୃତଦେହକୁ ଗୋଟେ କିଲୋମିଟ ବୋହି ନେଲେ ପରିବାର ଲୋକେ । ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଟିମାଡ଼ିହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର…

ପୋଖରୀ ହୁଡ଼ାରେ ନାବାଳକର ଗଳାକଟା ମୃତଦେହ ଠାବ, ହତ୍ୟା ସନ୍ଦେହ

ସାଲେପୁର (କେନ୍ୟୁଜ): ସାଲେପୁରରେ ୧୨ ବର୍ଷ ନାବାଳକକୁ ବେକ କାଟି ହତ୍ୟା । ଜଗତପୁର ଥାନା ଅଧୀନ ପୁବଗଛ ଚନ୍ଦନ ପୋଖରୀ ହୁଡ଼ା ନିକଟରେ ନାବାଳକର ଗଳାକଟା ମୃତଦେହ ଠାବ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ପୂର୍ବକଚ୍ଛ ଗାଁର ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ। କାଲି ରାତିରୁ ନାବାଳକ ଜଣଙ୍କ…

ରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ଼ (କେନ୍ୟୁଜ):  ବଲାଙ୍ଗୀରି ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଏଲଭାଡ଼ି ଛକ ନିକଟରେ ଥିବା ଜଙ୍ଗଲର ଟ୍ରେନ ଲାଇନରେ କଟି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ରେଲଓ୍ବେ ଲାଇନ ନିକଟରୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକ ହେଲେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା…

ଜଙ୍ଗଲରେ ପୋତି ହୋଇ ରହିଛି ମହିଳାଙ୍କ ମୃତଦେହ, ଦେଖାଯାଉଛି ପାଦ

ଜଙ୍ଗଲରେ ପୋତି ହୋଇ ରହିଛି ମହିଳାଙ୍କ ମୃତଦେହ। ମୃତଦେହର କେବଳ ପାଦ ଦେଖାଯାଉଛି। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରମଡିହି ଜଙ୍ଗଲରେ ମହିଳାଙ୍କ ମୃତଦେହ ପୋତା ଯାଇଥିବା ଦେଖାଯାଇଛି। ପାଦରେ ନେଲପଲିସ ଲାଗିଥିବାରୁ ଏହା ମୃତଦେହ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି। ମୃତଦେହ ପୋତା…

ଜିଆରଏସ୍ ଙ୍କୁ ମାରି ଫିଙ୍ଗିଦେଲେ, କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ

ରେଢାଖୋଲ (କେନ୍ୟୁଜ): ମାରି ଫିଙ୍ଗିଦେଲେ। ଜିଆରଏସ୍ ଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ରେଢାଖୋଲ ଘୋଷରାମାଳ ପଞ୍ଚାୟତର GRS ଦୀନବନ୍ଧୁ ଦାସଙ୍କୁ ହତ୍ୟା କରାଯାଇଛି। ଧାତୁକିମାଳ ଛକରେ ମାରି ପକାଇ ଦେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ତେବେ କିଏ ଓ କାହିଁକି ହତ୍ୟା କଲା କାରଣ…

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଝୁଳନ୍ତା ମୃତଦେହ

ବରଗଡ଼ : ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଝୁଳନ୍ତା ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ କିଛି ଏଯାଏ ଜଣା ପଡିନି । ଘଟଣାସ୍ଥଳରେ ବରଗଡ଼ ଟାଉନ୍ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ମୃତ ବ୍ୟକ୍ତି ଛତିଶଗଡ଼ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣା ପଡିଛି।

ଟ୍ରେନ୍ ଲାଇରରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ୨ଟି ମୃତଦେହ, ପରିଚୟ ଅସ୍ପଷ୍ଟ

କୋରାପୁଟ (କେନ୍ୟୁଜ): ରେଳ ଧାରଣାରେ ମୃତଦେହ । ଟ୍ରେନ୍ ଲାଇରେ ପଡ଼ିଛି ୨ଟି ମୃତଦେହ । କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା…