Browsing Tag

dead duck

 ଆମର ମାଗଣା ଦରକାର ଯିଏ ମରୁ କି ସରୁ !, ଦୁର୍ଘଟଣାଗ୍ରସ୍ତ ବତକ ବୋଝେଇ ଗାଡ଼ିରୁ ବତକ ବୋହିନେଲେ ପଥଚାରି

ନବରଙ୍ଗପୁର(କେନ୍ୟୁଜ୍): ବତକ ବୋଝେଇ ୪୦୭ଗାଡିର ବାଲାନ୍ସ ରଡ୍ ଭାଙ୍ଗି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଯାଉଥିବା ପଥଚାରିମାନେ ଆହତ ଡ୍ରାଇଭର ଓ ହେଲ୍ପର ଙ୍କୁ ସାହାଯ୍ଯ କରିବା ପରିବର୍ତ୍ତେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ବତକ ଗୁଡ଼ିକୁ ବୋହି ନେଲେ। ଯାହାର ଭିଡିଓ ଏବେ ସୋସିଆଲ…