ସୁପ୍ ଭିତରେ ମଲା ମୂଷା, ୧୯୦ ନିୟୁତ ଡଲାର ତଣ୍ଡ ଗଣିଲା ରେଷ୍ଟୁରାଣ୍ଟ
ଚୀନର ଏକ ଜଣାଶୁଣା ରେଷ୍ଟୁରାଣ୍ଟ ନିଜର ଭୁଲ ପାଇଁ ୧୯୦ ନିୟୁତ ଡଲାର ତଣ୍ଡ ଗଣିଛି । ଖାଲି ସେତିକି ନୁହେଁ ଏବେ ଏହି ରେଷ୍ଟୁରାଣ୍ଟଟି ସାମୟିକ ଭାବେ ବନ୍ଦ ରହିଛି । କାରଣ ହେଉଛି ଜଣେ ମହିଳା ଗ୍ରାହକ ଏଠାରେ ଖାଇବା ବେଳେ ତାଙ୍କ ସୁପରୁ ଏକ ମଲା ମୂଷା ବାହାରିଥିଲା । ଯାହାକୁ ନେଇ ମହିଳା ଜଣକ…