Browsing Tag

dead whale found

ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର

ରାଜନଗର: କେନ୍ଦ୍ରପଡା ଜିଲ୍ଲା ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର। ସୂଚନା ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । ବାତ୍ୟା ଅମ୍ଫନ ଯୋଗୁଁ ତିମି ମରିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏତେ ବଡର ତିମିକୁ…

ପୁରୀ ଅସ୍ତରଙ୍ଗ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ବିଶାଳକାୟ ମୃତ ତିମି ଠାବ

ପୁରୀ: ବିଶାଳକାୟ ମୃତ ତିମି ଠାବ। ପ୍ରାୟ ୩୦ ଫୁଟ୍‌ ଲମ୍ବର ତିମି ମୃତଦେହ ଉଦ୍ଧାର ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ତିମିର ମୃତଦେହ ମିଳିଛି। ଏହାକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ ଜମିଛି। ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ବ୍ଲୁ…