Browsing Tag

dead

ଏମିତି ବି ଆସେ ମୃତ୍ୟୁ ! କାମ କରିବାକୁ ପୁରୀ ଯାଉଥିବା ବେଳେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡି ଆଖି ବୁଜିଲେ…

ବ୍ରହ୍ମପୁର(କେନ୍ୟୁଜ୍):  କାମ କରିବାକୁ ପୁରୀ ଯାଉଥିଲେ । ହେଲେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡିଲେ । ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ବଉଳଘାଇର ସୁନୀଲ ସ୍ୱାଇଁ । ତିନି ବର୍ଷ ତଳେ ବିବାହ କରିଥିବା ସୁନୀଲଙ୍କର ଦେଢ଼ ବର୍ଷର ଶିଶୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଉଭୟ ଭାଇ ଭଉଣୀଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ…

ଟାଇଟାନିକ୍‌ ପୋଜ୍‌ ଦେବା ଚକ୍କରରେ ଇତିହାସର ହେଲା ପୁନରାବୃତ୍ତି: ସମୁଦ୍ରରେ ବୁଡ଼ିଗଲେ ପ୍ରେମୀ ଯୁଗଳ, ବଞ୍ଚିଗଲେ…

୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ଟାଇଟାନିକ୍‌ କଥା ସମସ୍ତଙ୍କର ମନେ ଥିବ। ଏହି ଫିଲ୍ମ ସେତେବେଳେ ସାରା ଦୁନିଆରେ ସୁପରଡୁପର ହିଟ୍‌ ହୋଇଥିଲା। ଖାସ୍‌ କରି ଯୁବ ପିଢ଼ିଙ୍କୁ ଏହି ଫିଲ୍ମରେ ହିରୋ ହିରୋଇନ୍‌ଙ୍କ ରୋମାନ୍ସ ସବୁଠୁ ଅଧିକ ପସନ୍ଦ ଆସିଥିଲା। ଫିଲ୍ମର ସବୁଠୁ ରୋମାଞ୍ଚକ…

ଲମତାପୁଟ: ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଲମତାପୁଟରେ ଘଟିଛି ଦୁଃଖଦ ଘଟଣା । ବଜ୍ରପାତରେ ଗୋଟାଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ୩ ଜଣକୁ କୋରାପୁଟ SLNMC ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଲମତାପୁଟ ବ୍ଲକ ସିଲପଡା…

ଜନ୍ମ ଦିନରେ ମିଳିଲା ଅଭିନେତ୍ରୀ ସହାନାଙ୍କ ମୃତଦେହ, ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା-ମା’

ଜନ୍ମ ଦିନରେ ଚାଲିଗଲା ମଡେଲ୍‌ ତଥା ଅଭିନେତ୍ରୀ ସହାନାଙ୍କ ଜୀବନ। ଗୁରୁବାର ଜନ୍ମ ଦିନରେ ତାଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସର ସୂଚନା ମୁତାବକ, ମାଲାୟାଲମ୍‌ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟମୟ ଢଙ୍ଗରେ ହୋଇଛି। ତାଙ୍କ ମୃତ ଦେହ ଘରର ବାଥରୁମ୍‌ରୁ…

ପଶ୍ଚିମବଙ୍ଗ ବୀରଭୂମରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ: ଜିଅନ୍ତା ଜଳିଗଲେ ୮ ଜଣ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ । ହିଂସାରେ ୮ ଜଣ ଜୀବନ୍ତ ଦଗ୍‌ଧ। ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁରହାଟରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଗତକାଲି ବିଳମ୍ବିତ ରାତିରେ ବାଗୁତି ଗାଁର ଉପ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିବା ପରେ ହିଂସା ଉପୁଜିଥିଲା।…

ହଠାତ ଆକାଶରୁ ହେଲା ମଲା ପାରା ବର୍ଷା, ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ

ବିଶ୍ୱରେ କରୋନା ଭାଇରସ୍ ଏହି ସମୟରେ ହଇଚଇ ସୃଷ୍ଟି କରୁଛି । ବର୍ତ୍ତମାନ ଟିକା ଆସିବା ପରେ ମଧ୍ୟ ଏହି ଜୀବାଣୁଙ୍କ ସଂଖ୍ୟା ଉପରେ ରୋକ ଲାଗୁନାହିଁ । ତଥାପି, ଟିକା ନେଉଥିବା ଲୋକଙ୍କଠାରେ ଜୀବାଣୁଙ୍କର ପାର୍ଶ୍ୱ ପ୍ରତିକ୍ରିୟା କମ୍ ଦେଖାଯାଉଛି। ଏହି ଭୂତାଣୁ ସହିତ ଲଢେଇ କରିବା ପାଇଁ ବିଶ୍ୱ…

ତେଲେଙ୍ଗାନାରେ ଚାଞ୍ଚଲ୍ୟ, କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ କାର୍ ମଧ୍ୟରେ ଜଣେ ବିଜେପି ନେତାଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ମାନେ । ନେତା ଜଣକ କାରରେ ଥିବାବେଳେ କେତେକ ଅଜଣା ବ୍ୟକ୍ତି କାରରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି । ଏଥିରେ ନେତା ଜଣକ ଜୀବନ୍ତ ଦଗ୍ଧ…

ବସ୍‌କୁ ପିଟିଲା ବସ୍‌, ୭ ମୃତ ଅନେକ ଆହତ

ଲକ୍ଷ୍ନୌ: ଦୁଇ ବସ ମୁହାଁମୁହିଁ ଧକ୍କା । ଆଖୁ ପିଛୁଳାକେ ଚାଲିଗଲା ୭ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ। ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ଆଜି(ସୋମବାର) ସକାଳୁ ଦୁର୍ଘଟଣାଟି ଆଗ୍ରା-ମରୋଦାବାଦ ଜାତୀୟ…

ଜୀବନ ନେଲା ବିଷାକ୍ତ ମଦ, ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ ଚାଲିଗଲେ ତିନି ଯୁବକ

ଅନୁଗୁଳ (କେନ୍ୟୁଜ) : ଜୀବନ ନେଉଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ତିନି ଜଣଙ୍କ ଜୀବନ ନେଇଛି ମଦ। ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ ଚାଲିଗଲେ ତିନି ଯୁବକ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପଥରପଡା ଗାଁରେ ବିଷାକ୍ତ ମଦ ପିଇ ତିନିଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।…

ଆରପାରିରେ କମେଡିଆନ ସୌମ୍ୟନାରାୟଣ, କିଛି ମାସ ହେବ କର୍କଟ ରୋଗରେ ଥିଲେ ପୀଡିତ

ଭୁବନେଶ୍ୱର (କେ ନ୍ୟୁଜ) : ଓଡ଼ିଶାର ହାସ୍ୟ ଅଭିନେତା ଟିଭି ପରଦାରେ ଅନେକଙ୍କ ମୁହଁରେ ହସ ଫୁଟେଇ ପାରିଥିବା ସାନ ଭାଇ ସୌମ୍ୟନାରାୟଣ ପଣ୍ଡା ପରଲୋକ ହୋଇଛି। ସେ ଲିଟୁ ଭାଇନା ନାମରେ ପରିଚିତ। ଆଠଗଡ ଧାଇପୁର ହାଇସ୍କୁଲରେ ସାଂସ୍କୃତିକ ଶିକ୍ଷକ ଭାବେ କାର୍ଯ୍ୟରତ ଓ ବିଭିନ୍ନ ସାଂସ୍କୃତିକ…

ସମ୍ବଲପୁର: ଦେବଝରଣ ଓ୍ଵାଟରଫଲ୍‌ରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ଇଞ୍ଜିନିୟରିଂ ଛାତ୍ର, ଉଭୟ ମୃତ

କେନ୍ୟୁଜ୍(ବ୍ୟୁରୋ):ସମ୍ବଲପୁରରେ ପାଣିରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ଦେବଝରଣ ଓ୍ଵାଟରଫଲରେ ପିକ୍‌ନିକ୍‌ ପାଇଁ ଯାଇ ଜଳପ୍ରପାତରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି। ମୃତ ଦୁଇ ଛାତ୍ର ହେଲେ ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ଏମାନେ ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର ।…