Browsing Tag

deadbody found

ଜଙ୍ଗଲ ଖାଲରେ ପଡ଼ିଛି ଯୁବକଙ୍କ ମୃତଦେହ, ହତ୍ୟା କରାଯାଇଥିବା ସନ୍ଦେହ

ବଡ଼ବିଲ : ଜଙ୍ଗଲ ଖାଲରେ ପଡ଼ିଛି ଯୁବକଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତର ଫୁଲୱାଡ଼ି ମୁଣ୍ଡାସାହି ଖେଳ ପଡ଼ିଆ ନିକଟସ୍ଥ ଜଙ୍ଗଲର ଏଭଳି ଘଟଣା ଦେଖିବାକୁ ମିଳିଛି । ଏକ ଖାଲରେ ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିରହିଛି । ଘଟଣା…

ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା ଏକ ହତ୍ଯାକାଣ୍ତ ବୋଲି ଅଭିଯୋଗ କରିଛନ୍ତି ।  ଘଟଣା ସ୍ଥଳରେ…

ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ, ଗତକାଲି ଠାରୁ ଛାତ୍ରୀ ଥିଲେ ନିଖୋଜ

 କରଞ୍ଜିଆ: ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ ଏତଲା…

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଆନନ୍ଦପୁର : ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ବାସଭବନରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଭୋଗୁରାମ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ପୁଅ ଓ ଝିଅ ବାହାରେ ରହୁଥିବା ବେଳେ ଭୋଗୁରାମ ଏକୁଟିଆ…

କୋଚିଂ ସେଣ୍ଟରକୁ ଆସି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା :  କୋଚିଂ ସେଣ୍ଟରକୁ ଆସି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଦୁଇଦିନ ତଳୁ କୋଚିଂ ସେଣ୍ଟରକୁ ଆସି ନିଖୋଜ ହୋଇଥିଲେ ଯୁବତୀ । ଗତକାଲି ତାଙ୍କର ମୃତଦେହ ମାର୍ଶାଘାଇ ଲୁଣା ନଦୀ ବ୍ରିଜ ନିକଟରୁ ଉଦ୍ଧାର କରିଛି ପୋଲିସ । ଏହି ସୂଚନା ପାଇବା ପରେ…

ବିଲରେ ପଡ଼ିଛି ଡେଲିଭରୀ ବୟଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପା

ଭୁବନେଶ୍ୱର : ବିଲ କଡରେ ପଡ଼ିଛି ମୃତଦେହ ।  ପାଚେରୀ କଡ଼ରୁ ଡେଲିଭରୀ ବୟଙ୍କ ମୃତଦେହ ଠାବ ।  ମଞ୍ଚେଶ୍ବର ଥାନା ପାଣ୍ଡରା ନିକଟରୁ ମୃତଦେହ ଠାବ।  ଦୁଇ ଦିନ ଧରି ନିଖୋଜ ଥିବା ମୃତଦେହ ଜବତ ।  ସଂଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି । ବେକରେ ଏକ କପଡ଼ା ଗୁଡା ଯାଇଥିବା ବେଳେ ପାଖରେ ଏକ ପାଣି…

ନଦୀପଠାରୁ ଖଣ୍ଡବିଖଣ୍ଡିତ ମୃତଦେହ ଓ କଙ୍କାଳ ଠାବ, ପୋଲିସର ଛାନଭିନ୍ ଜାରି

ନଦୀପଠାରେ କଙ୍କାଳ ଠାବ । ଏ ହାଡ଼ ଓ ଖପୁରୀ କାହାର ? ତାକୁ ନେଇ ଚାଲିଛି ଚର୍ଚ୍ଚା । ଇଏ ହତ୍ୟା ନା କାହାର ଅକସ୍ମାତ ମୃତ୍ୟୁ ? ପୋଲିସର ଛାନଭିନ୍ ଜାରି । ନଈ ପଠାରେ ମଣିଷର ପାଦ । ତାକୁ ଖାଉଥିଲା ବୁଲା କୁକୁର । ଲୋକଙ୍କ ନଜରରେ ପଡ଼ିବାରୁ ପୋଲିସକୁ ଦେଇଥିଲେ ସୂଚନା । ଖବର ପାଇ ପୋଲିସ ବି…

ନିଖୋଜ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ୪ ଦିନ ଧରି ନିଖୋଜ ଥିଲେ

ଭଞ୍ଜନଗର : ନିଖୋଜ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ।  ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେ. ନୂଆଗଡ ଗାଁରେ ଦେଖିବାକୁ ମିଳିଛି ଏ ଅଘଟଣ। ଗାଁର ମୃତକ ଏହି ଗାଁର କୈଳାଶ ଚନ୍ଦ୍ର ସେଠୀଙ୍କ ପୁଅ ରାଜେଶ ହୋଇଥିବା ବେଳେ ୪ ଦିନ ଧରି ନିଖୋଜ ଥିଲେ ।  ଆଜି ଗାଁ ଶେଷ ମୁଣ୍ଡରେ ଥିବା ଧାନ…

ମୃତ ପୁଅର ହେଉଥିଲା ଅନ୍ତିମ ସଂସ୍କାର, ଜୀବିତ ଅବସ୍ଥାରେ ଫେରିଲା ପୁଅ

ନିଜ ପୁଅକୁ ଚିହ୍ନି ପାରିଲେନି ପରିବାର । ପୁଅ ମରିଯାଇଛି ଭାବି ତାର ଅନ୍ତିମ ସଂସ୍କାର କରୁଥିଲେ ପରିବାର । କିନ୍ତୁ ହଠାତ ଜୀବିତ ଅବସ୍ଥାରେ ଘରେ ପହଞ୍ଚିଲା ପୁଅ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ର ସୁରଜପୁର ଜିଲ୍ଲାର ମାନପୁର ଥାନା ଅଞ୍ଚଳରୁ ଏଭଳି ଏକ ଅବିଶ୍ୱସନୀୟ ଘଟଣା…

ସରକାରୀ କ୍ୱାର୍ଟରରେ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ, ଶନିବାର ଦିନ ରାଜଧାନୀ ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟରରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଜଗତସିଂପୁର ଜିଲ୍ଲାର ପଥୁରିଆ ଅଞ୍ଚଳର ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ରାଜଧାନୀର ୟୁନିଟ୍ 6…

୬ ଦିନ ପରେ ମିଳିଳା ୯ ବର୍ଷ ଝିଅର ମରଶରୀର, ଧୈର୍ଯ୍ୟହରା ହୋଇ କାନ୍ଦୁଛି ମା’

ବାସୁଦେବପୁର: କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ଝିଅ ମୋ ଝିଅ କହି କୋହ ସମ୍ଭାଳି ପାରୁନି ମା’ । ଝିଅକୁ ମାତ୍ର ୯ ବର୍ଷ ହୋଇଥିଲା । ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହେଲା ଯେ ଦୀର୍ଘ ୬ ଦିନ ପରେ ମିଳିଳା ଝିଅ, କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ମୃତ ଅବସ୍ଥାରେ ଝିଅକୁ ଉଦ୍ଧାର କଲା…

ନାଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୋଳ : ଉଲଗ୍ନ ଅବସ୍ଥାରେ ଭାଲୁଖାଇ ନାଳରେ ଭାସୁଛି ନାବାଳିକାର ମୃତ ଦେହ ।  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କଲେ ମୃତକଙ୍କ ଭାଇ । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ଅନୁଗୋଳ ସଦର ଥାନା ,ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଛି ଏହି ଅଘଟଣ । ନ୍ୟାୟ ଦାବିରେ ଟାୟାର ଜାଳି…