Browsing Tag

deadbody found

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ  ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ । ଅଟକ ସ୍ବାମୀ ହେଲେ…

ଫ୍ରିଜରୁ ମିଳିଲା ମଡେଲଙ୍କ ମୃତଦେହ, ମୃତ୍ୟୁ ପୂର୍ବରୁ କରାଯାଇଥିଲା ଶାରିରୀକ ହିଂସା

ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ହୋଇଛି ଆଉ ଏକ ହତ୍ୟାକାଣ୍ଡ । ଫ୍ରିଜରୁ ମିଳିଲା ଜଣେ ମଡେଲଙ୍କ ମୃତଦେହ । କେବଳ ହତ୍ୟା କରାଯାଇଛି ତାହା ନୁହେଁ, ହତ୍ୟା କରିବା ପରେ ମହିଳାଙ୍କ ଶରୀରକୁ ଅତି ନିର୍ମମ ଭାବେ ଫ୍ରିଜରେ ରଖାଯାଇଥିବା ଜଣା ପଡ଼ିଛି । ତେବେ କିଏ ଏହି ମହିଳା । କାହିଁକି ତାଙ୍କ ସହ ଏପରି…

ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ବ୍ରାହ୍ମଣିପାଳ ବଳିପର୍ବତ ମୁଖ୍ୟ ରାସ୍ତା ସଉତୁଣୀ ନାଳ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଘଷିପୁରା ଥାନା ଟୋଲକନାଣ୍ଡି ଗ୍ରାମର ଜଡା ଦାସ୍ ବୋଲି ଜଣାପଡିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା…

ଲଜ୍‌ରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ନଗ୍ନ ମୃତଦେହ, ସବୁ ଜିନିଷ ଧରି ଫେରାର ପୁରୁଷ ପାର୍ଟନର! ଜାଣନ୍ତୁ ପୂରା ମାମଲା

ମୁମ୍ବାଇରେ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଗୋରେଗାଓଁର ଏହି ମହିଳାଙ୍କର ମୁଣ୍ଡବିହୀନ ନଗ୍ନ ମୃତଦେହ ମାଥେରନର ଏକ ଲଜ୍‌ରୁ ମିଳିଛି। ମାମଲା ରବିବାରର ଏବଂ ମହିଳାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପୋଲିସର କହିବା…

ନିଖୋଜ ନିରଞ୍ଜନ ନାଏକଙ୍କ ଗଳିତ ଶବକୁ ଉଦ୍ଧାର କଲା ପୋଲିସ

କେନ୍ଦୁଝର (କେନ୍ୟୁଜ) : ପ୍ରଥମେ ନିଖୋଜ ପରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ତେନ୍ତେଳାପଶି ପଂଚାୟତ ଅନ୍ତର୍ଗତ ଧନୁର୍ଜୟପୁର ହାଇସ୍କୁଲର କର୍ମଚାରୀ ନିରଞ୍ଜନ ନାଏକ ଗତ ୨୮ତାରିଖରୁ ନିଖୋଜ ଥିବା ବେଳେ ଆଜି ଏକ ପରିତପ୍ତ କୂଅରୁ ତାଙ୍କର ମୃତ ଦେହ…

ଭୁବନେଶ୍ବର: ଇଂଷ୍ଟାଗ୍ରାମରେ ସୁଇସାଇଡ ନୋଟ, ବିନ୍ଦୁସାଗରରୁ ମିଳିଲା ଯୁବକଙ୍କ ମୃତଦେହ

କେନ୍ୟୁଜ୍(ବ୍ୟୁରୋ): ବିନ୍ଦୁସାଗରରୁ ମିଳିଲା ଯୁବକର ମୃତଦେହ। ଯୁବକଙ୍କ ନାଁ ସାଇ ଜ୍ୟୋତିପ୍ରକାଶ। ସେ ନିଜ  ଇଂଷ୍ଟାଗ୍ରାମରେ ସୁଇସାଇଡ ନୋଟ ଲେଖିଛନ୍ତି। ଗତକାଲି ବିନ୍ଦୁସାଗର ଅଞ୍ଚଳରୁ ନିଖୋଜ ହେବା ପରେ ତାଙ୍କ ସାଙ୍ଗ ଲିଙ୍ଗରାଜ ଥାନାକୁ ରାତିରେ ଫୋନ କରି ଜଣାଇଥିଲେ। ଖବର ପାଇ ରାତିରେ…

ଭଦ୍ରକ:କେମିତି ମଲେ ଅଗରପଡା ବିଏସସି ଶେଷ ବର୍ଷର ଛାତ୍ରୀ, ଭଉଣୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନାଥପୁର ପ୍ରଫୁଲ୍ଲ ନଗର ଅଞ୍ଚଳରୁ ଏକ ଭଡା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତା ଛାତ୍ରୀଙ୍କ ଘର ଅଗରପଡା ଥାନା ଅଣିଜ ଗ୍ରାମରେ।  ସେ ଅଗରପଡା ମହାବିଦ୍ୟାଳୟରେ ବିଏସସି ଶେଷ ବର୍ଷର ଛାତ୍ରୀ ଥିଲେ। ଗତ କାଲି ମହାବିଦ୍ୟାଳୟରୁ…

ସ୍କୁଲରେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଯୁବକଙ୍କ ପରିବାର

ସୋର (କେନ୍ୟୁଜ) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଚୁଡୁଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ରହୁଥିବା କମଳଲୋଚନ ଶିଅଳଙ୍କ ପୁଅ ଅଶୋକ କୁମାର ଶିଅଳଙ୍କ ଅଡ଼ା ସ୍ଥିତ ବାସଭବନରୁ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏ ନେଇ ଅଶୋକଙ୍କ ବାପା କମଳ ଲୋଚନ ତାଙ୍କ ବହୂ…

ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର

କଟକ (କେନ୍ୟୁଜ) : ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକ ବରମେଶ ଭୋଇ। ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣା ପଡିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ସକାଳୁ…

ଭୁବନେଶ୍ବର: ଶିଶୁପାଳଗଡ଼ରୁ ଏକ ମୃତଦେହ ଉଦ୍ଧାର, ହତ୍ୟା କରାଯାଇଥିବା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଆଜି ଅପରାହ୍ନରେ  ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି।ଗ୍ରାମବାସୀଙ୍କ ଠାରୁ ଖବର ପାଇ ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ…

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବା ପରେ ନିଖୋଜ ହୋଇଗଲେ, ୫ ଦିନ ପରେ ମିଳିଲା ୫ ପରିବାରର ସଦସ୍ୟଙ୍କ ମୃତଦେହ

ବଡ଼ୌଦରା : ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଗତ ୧ ତାରିଖରୁ ନିଖୋଜ ଥିଲେ । ଗୁଜରାଟ ନର୍ମଦା ଜିଲ୍ଲାର କେଭାଡ଼ିଆ ଠାରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବାକୁ ଆସିଥିଲେ ଏହି ପରିବାର । ହେଲେ ତା ପରଠାରୁ ସେମାନଙ୍କର ଆଉ କୌଣସି ପତ୍ତା ମିଳୁନଥିଲା…

ଗଞ୍ଜାମ: ଛତ୍ରପୁର ମଝି ସାହିରେ ବନ୍ଦ ଘରୁ ବାପା, ମାଆ ଓ ଛୁଆର ମୃତଦେହ ଉଦ୍ଧାର; ଆତ୍ମହତ୍ୟା ନା ହତ୍ୟା ସେନେଇ ଖୋଳତା଼ଡ…

ଗଞ୍ଜାମ: ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର । ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ ଛୁଆ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବାଲିଆ ଛତ୍ରପୁର ମଝି ସାହିରେ । ମୃତକମାନେ ହେଲେ ବୃନ୍ଦାବନ୍ଦ ବେହେରା, ତାଙ୍କ ସ୍ତ୍ରୀ ଉର୍ମିଲା ବେହେରା ଓ…