ରାସ୍ତାରେ ଶବ ବୋହି ବୋହି ନେଲେ ପରିବାର ଲୋକେ
ପ୍ରେମ ପ୍ରତାରଣା ଏ ତ ନିତିଦିନିଆ କଥା । ହେଲେ ଏହି ପ୍ରେମ ପାଇଁ ଜୀବନ ଯିବ ତାହା କେହି କେବେ ବିଶ୍ୱାସ କରିପାରିବେନି । କିନ୍ତୁ ଏଇ ପ୍ରେମ ପାଇଁ ଜଣେ ଯୁବକଙ୍କ ଏପରି ଭାବେ ଜୀବନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।…