ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ମହିଳାଙ୍କ ଗଳିତ ଶବ, ଝିଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
ଫ୍ରିଜ ଭିତରେ ମୃତଦେହ ରଖିବା ଖବର ଚର୍ଚ୍ଚାକୁ ଆସିବା ପରେ ପୁଣି ପ୍ଲାଷ୍ଟିକ ବ୍ୟାଗରେ ମିଳିଛି ଶବ । ଏମିତି ଘଟଣା ମୁମ୍ବାଇର ଲାଲବାଗ ପେରୁ କମ୍ପାଉଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି । ମହିଳାଙ୍କ ମୃତଦେହକୁ ପ୍ରଥମେ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ୍ କରି ତା’ ପରେ ଆଲମାରୀରେ ବନ୍ଦ କରି…