Browsing Tag

deadly attack

ମାତାଲ ସ୍ୱାମୀର ଅମାନବୀୟ କାଣ୍ଡ ! ଜୀବନରୁ ମାରିଦେବାକୁ ଖୋଲିଦେଲା ଗ୍ୟାସଟାଙ୍କି, ଗୁରୁତର ସ୍ତ୍ରୀ କଟକ ମେଡିକାଲରେ…

ଭୁବନେଶ୍ୱର (କେନ୍ୟୁଜ) : ନିଶାଡି ସ୍ଵାମୀର ଅମାନବୀୟ କାଣ୍ଡ। ସ୍ୱାମୀରୁ ସାଜିଲା ଭକ୍ଷକ। ରାଜଧାନୀରେ ନିଶା ଚୁର ସ୍ଵାମୀ ଗ୍ୟାସ ଟାଙ୍କି ଖୋଲି ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି।ଏହି ବିଭତ୍ସ କାଣ୍ଡରେ ସ୍ତ୍ରୀ ପ୍ରଭାତୀ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ SCB ମେଡିକାଲକୁ…

ଭଲ ପାଇ ବାହା ହେଲା ଝିଅ, ରାଗ ଏତେ ଯେ ପୁଅ ଘରେ ପଶି ମରଣାନ୍ତକ ଆକ୍ରମଣ କଲେ ଝିଅଘର ଲୋକ

ଢ଼େଙ୍କାନାଳ (କେନ୍ୟୁଜ) : ମହଙ୍ଗା ପଡିଲା ପ୍ରେମ ବିବାହ । ପୁଅ ଘରେ ପଶି ମରଣାନ୍ତକ ଆକ୍ରମଣ କଲେ ଝିଅଘର ଲୋକ । ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ତରଭା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତ ୧୭…

ରାଜଧାନୀର ଆକ୍ରମଣ, ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୩୦ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ

ଭୁବନେଶ୍ବର (କେନ୍ୟୁଜ୍) : ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ। ବିଚ୍‌ ରାସ୍ତାରେ ଜଣଙ୍କ ଉପରେ ଆକ୍ରମଣ କଲେ ୩୦ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ। ରାଜଧାନୀର ଜନଗହଳିପୂର୍ଣ୍ଣ ସ୍ଥାନ ୟୁନିଟ୍‌-୯ସ୍ଥିତ କନକ ଦୁର୍ଗା ମନ୍ଦିର ନିକଟରେ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ଆକାଶ। ଗତକାଲି ସନ୍ଧ୍ୟାରେ…