Browsing Tag

dean jones dies

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସଙ୍କ ହୃଦ୍‌ଘାତରେ ପରଲୋକ, ଆଇପିଏଲ୍‌ରେ କରୁଥିଲେ କମେଣ୍ଟ୍ରି

ମୁମ୍ବାଇ : ଆଧୁନିକ ଏକ ଦିବସୀୟ କ୍ରିକେଟକୁ ଏକ ନୂତନ ଶିଖରରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆର କ୍ରିକେଟର ଡିନ୍‌ ଜୋନ୍ସଙ୍କ ଆଜି(ଗୁରବାର) ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଜୋନ୍ସ ଆଇପିଏଲ୍‌ ୨୦୨୦ରେ କମେଣ୍ଟ୍ରି କରିବା ପାଇଁ ମୁମ୍ବାଇ ଆସିଥିଲେ…