Browsing Tag

death

CRPF ଯବାନଙ୍କ ଜୀବନ ହାରିବା ଘଟଣା, ପରିବାର ଲୋକଙ୍କ ଏତଲା ପରେ ଗିରଫ ହେଲେ ପତ୍ନୀ

ବାଲିଗୁଡ଼ା: ବାଲିଗୁଡ଼ାରେ ଯବାନଙ୍କ ଜୀବନ ହାରିବା ପରେ ଗିରଫ ହେଲେ ପତ୍ନୀ । ଗାୟତ୍ରୀ କଲୋନୀର CRPF ଯବାନ ଅଶୋକ ବେହେରାଙ୍କ ଜୀବନ ହାରିବ ଘଟଣା ।  ମୃତ ଯବାନଙ୍କ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ । ଯବାନ ଙ୍କ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଯବାନ ଆଶିଷ…

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼: ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲା ପାଟଣାଗଡ଼ ପୋଲିସ । ପ୍ରସବ ବେଦନା ଯୋଗୁ ଗତକାଲି ଚିଙ୍ଗେରବନ୍ଧ ଗାଁର ଶରତ ମେହେର ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି…

ଲେଡି ଆକାଉଣ୍ଟାଣ୍ଟ ମୃତ୍ୟୁରେ ଟ୍ବିଷ୍ଟ, କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର

ଭୁବନେଶ୍ୱର : ଲେଡି ଆକାଉଣ୍ଟାଣ୍ଟଙ୍କ ମୃତଦେହ ଜବତ ଘଟଣାରେ ଟ୍ବିଷ୍ଟ । ହତ୍ୟା ମାମଲା ରୁଜୁ କଲା କମିଶନରେଟ ପୋଲିସ । କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଟିକିଲି ରାଉତଙ୍କ ବାପା । ଅଭିଯୁକ୍ତକୁ ସୁରକ୍ଷା ଦେବା ଓ ଘଟଣାକୁ ଲୁଚାଇବା ମାମଲା ରୁଜୁ ହୋଇଛି । ଖାରବେଳ ନଗର ଥାନା କେସ ନମ୍ବର…

ବିବାହ ଭୋଜି ହେଲା ଶେଷ ଭୋଜି : ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ରାୟଗଡ଼ା: ବିବାହ ଭୋଜି ହେଲା ଶେଷ ଭୋଜି । ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର ହୋଇଛନ୍ତି । ବିବାହ ଭୋଜି ଖାଇ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ହୋଇଥିଲା । କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସୀମାନ୍ତ ନାକଟି ରାସ୍ତାରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ରାୟଗଡ଼ା ଜିଲ୍ଲାର। ରାୟଗଡ଼ା…

ପାନ ଓ ଗ୍ରୋସରୀ ଦୋକାନରେ ମିଳୁଛି ଚୋରା ଦେଶୀ ମଦ, ଗତ ୨ ମାସରେ ଗଲାଣି ୬ ଜଣଙ୍କ ଜୀବନ

ଆନନ୍ଦପୁର : ମଦ ନେଉଛି ଜୀବନ, ଚୁପ ବସିଛି ଅବକାରୀ ବିଭାଗ । ୨ମାସରେ ମଦ ନେଲାଣି ୬ ଜୀବନ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅଁରା ଗାଁରେ ମଦ ମୃତ୍ୟୁ ଦେଖିବାକୁ ମିଳିଛି। ଗାଁର ପାନ ଦୋକାନ ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଛି ଚୋରା ଦେଶୀ ମଦ । ଏଠାରୁ ଦେଶୀ ମଦ…

ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ, ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଭୁବନେଶ୍ବର/କଟକ (କେନ୍ୟୁଜ୍) :  ଚାଲିଗଲେ ଆଉ ଜଣେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେହିଠାରେ ଆଜି ସନ୍ଧ୍ୟା ୬.୧୮ ମିନିଟରେ…

ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ…

ଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ, ବନ୍ଧୁକରୁ ନିଜେ ଗୁଳିକରି ଜୀବନ ହାରିଥିବା ସନ୍ଦେହ

ସୋନପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ ।  ବନ୍ଧୁକରୁ ନିଜେ ଗୁଳିକରି ରାଜେଶ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।  ସୋନପୁର ଭଗବତୀ ପ୍ଲଟ ସ୍ଥିତ ବାସଭବନରେ ଘଟିଛି ଅଭାବନୀୟ ଘଟଣା ।  ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ…

ବୋମାଖାଇ ଗୁରୁତର ହାତୀର ମୃତ୍ୟୁ ଘଟଣାରେ ତଦନ୍ତ, ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି : ଡିଏଫଓ

ଅନୁଗୋଳ: ଅନୁଗୋଳରେ ବୋମାଖାଇ ଗୁରୁତର ହାତୀର ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି । ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ କରୁଛନ୍ତି । ଶିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଡିଏଫଓ କହିଛନ୍ତି । ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀର ଚିକିତ୍ସାଧୀନ…

ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ନିଟକଟରୁ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ସଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ବିଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ…

ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତ ଶରୀର ରଖି ପ୍ରତିବାଦ

ଯାଜପୁର:  ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଯାଜପୁରର ଏକ ନର୍ସିଂ ହୋମରେ ଉତ୍ତେଜନା । ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକରି ବିକ୍ଷୋଭ । ପ୍ରଥମେ ମହିଳାଙ୍କର ଅସ୍ତ୍ରୋପଚାର ପରେ ଶିଶୁ ପୁତ୍ର ଜନ୍ମ ହୋଇଥିଲେ । ଏହାପରେ ତାଙ୍କ…

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୟାଗଡ : ପ୍ରସୂତୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା । ନୟାଗଡ ସହରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଗତକାଲି ବୋଦସା ଗାଁର ସୁନିଆ ନାୟକ ନାମକ ପ୍ରସୂତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଅପରାହ୍ନ ୨ଟା…