Browsing Tag

death anniversary

ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି।  ବାଜପେୟୀଙ୍କର ଆଜି ୫ମ ପୂଣ୍ୟତିଥି । ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ…

ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଆଜି ୭୫ତମ ପୂଣ୍ୟତିଥି। ରାଜଘାଟରେ ଥିବା ଗାନ୍ଧିଙ୍କ ସମାଧି ନିକଟରେ ସର୍ବଧର୍ମ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ଵିଟ୍‌ କରି…

ସିଦ୍ଧାର୍ଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କାହିଁକି ଶେହନାଜ୍‌ ସୋସିଆଲ ମିଡ଼ିଆରେ କଲେ ନାହିଁ ପୋଷ୍ଟ? ସାମ୍ନାକୁ…

ଦେଖୁ ଦେଖୁ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ବର୍ଷେ ପୁରି ଗଲା । ୨ ସେପ୍ଟେମ୍ବରରେ ସିଦ୍ଧାର୍ଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଥିଲା। ଏହି ଅବସରରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ଅଭିନେତାଙ୍କୁ ମନେ ପକାଇଥିଲେ। କେବଳ ଏତିକି ନୁହେଁ ସିଦ୍ଧାର୍ଥଙ୍କ ପରିବାର…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ, କଂଗ୍ରେସ ଭବନରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି…

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ। ଏହି ଅବସରରର କଂଗ୍ରେସ ଭବନରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାପନା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି କଂଗ୍ରେସନେତା। ଯୁବକ ଓ ଯୁବତୀଙ୍କ ଆତ୍ମର୍ନିଭରସିଲ କରିବାରେ…

ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି: ସହିଦ ଦିବସ ଅବସରରେ ମାର୍ଚ୍ଚ ୨୩କୁ ଛୁଟି ଘୋଷଣା କଲେ ପଞ୍ଜାବ ସରକାର

ସହିଦ ଦିବସ ଅବସରରେ ମାର୍ଚ୍ଚ ୨୩ ତାରିଖକୁ ଛୁଟି ଘୋଷଣା କରିଛନ୍ତି ପଞ୍ଜାବ ସରକାର। ସହିଦ ଭଗତ ସିଂହଙ୍କ ସହିଦ ଦିବସକୁ ରାଜ୍ୟରେ ସହିଦ ଦିବସ ରୂପେ ପାଳନ କରାଯାଉଛି। ଏ ନେଇ ଘୋଷଣା କରିଛନ୍ତି ଭଗବନ୍ତ ମାନ ସରକାର। ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, ଏ ଅବସରରେ…

କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କୁ ତାଙ୍କ ୧୦ମ ପୂଣ୍ୟତିଥିରେ ମନେ ପକାଇଲେ ସୋହା ଅଲ୍ଲୀ ଖାନ ଓ…

କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ୧୦ମ ପୂଣ୍ୟତିଥିରେ ତାଙ୍କ ଝିଅ ସୋହା ଅଲ୍ଲୀ ଖାନ ତାଙ୍କୁ ମନେ ପକାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସୋହା ନିଜର ଏବଂ ନିଜ ଝିଅ ଇନାୟାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ଏକ ଟେବୁଲ ଉପରେ ରହିଥିବା ଦିବଂଗତ ମନସୁର ଅଲ୍ଲୀ…

ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ । ତାଙ୍କ ସ୍ମୃତିରେ ଆଜି କଂଗ୍ରେସ ପକ୍ଷରୁ ଗୋପନ୍ଧୁ ଛକରେ ଥିବା ଗୋପବନ୍ଧୁ ଦାସଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହାସହ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ…

ଆଜି ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ, ଟଲ୍‌ ମ୍ୟାନଙ୍କ ସ୍ମୃତିଚାରଣ କରୁଛି ସାରା ଓଡ଼ିଶା

ଭୁବନେଶ୍ବର: ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ରାଜ୍ୟର ଯେଉଁ କେତେ ଜଣ ନେତା ଆଜୀବନ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ୟତମ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ଅତ୍ୟନ୍ତ ସାହସୀ, ସ୍ୱାଭିମାନୀ, ଯୁଗଦ୍ରଷ୍ଟା ଓ ଦୂରଷ୍ଟ୍ରଷ୍ଟା। ଆଜି ତାଙ୍କର…

ଫକୀରମୋହନ ସେନାପତିଙ୍କ ୧୦୨ ତମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଆ ଭାଷା ରକ୍ଷକ, ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ, ଓଡ଼ିଆ ଜାତୀୟ ଆନ୍ଦୋଳନର ଅନ୍ୟତମ ସେନାପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୨ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ରାଜ୍ୟ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଆନୁକୁଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବରେ ତାଙ୍କ ମନ୍ତ୍ରକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ, ଟ୍ଵିଟ୍‌ କରି କହିଲେ କିଛି…

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବରେ ତାଙ୍କ ମନ୍ତ୍ରକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁବେଳେ ଲୋକଙ୍କ ସହ ରହିବା, ପ୍ରତିଟି ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା ।…

ଆଜି ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ, ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ହେଉଛି ପାଳନ

ଭୁବନେଶ୍ବର: ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ ହେଉଛି ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ । ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନିରାଡ଼ମ୍ବର ଭାବେ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ । ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡମ୍ବର ଭାବେ ପାଳନ କରାଯିବ । ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି । ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର…