Browsing Tag

death in accident

ବାହାଘର ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ୨ମୃତ

ସୁବର୍ଣ୍ଣପୁର (କେନ୍ଯୁଜ୍): ଗଛରେ ପିଟି ହେଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲା ବରପାଲି ଥାନା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ବାହାଘର ସାରି ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା ।  ଯାହା ଜଣାପଡିଛି ଏହି ସମୟରେ…

କେନ୍ଦୁଝର ରଘୁଆଳ ସାହି ନିକଟରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରଲର୍, ୨ମୃତ

କେନ୍ଦୁଝର: କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ବାଇକ ଆରୋହୀଙ୍କର ମୃତ। ଗତକାଲି ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁସାରେ ଜାତୀୟ ରାଜପଥରେ ରଘୁଆଳ ସାହି ନିକଟରେ ଗୋଟିଏ ବାଇକରେ ତିନିଜଣ ଯୁବକ ରିମୁଳିରୁ ଯୋଡ଼ାକୁ…

ଗଞ୍ଜାମ ଖଣ୍ଡିଦେଉଳି ବିରୁଳିଗଡ଼ ରାସ୍ତାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍: ୩ମୃତ, ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ…

ଗଞ୍ଜାମ : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଭ୍ୟାନ୍‌ ଓଲଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି ବିରୁଳିଗଡ଼ ରାସ୍ତାରେ ଭ୍ୟାନ୍‌ଟି ଓଲଟି ପଡିଥିଲା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଗଞ୍ଜାମ…