ହୋଟେଲ ରୁମ୍ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଜଳେଶ୍ୱର: ହୋଟେଲ ରୁମ୍ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଷ୍ଟେସନ ବଜାର ସ୍ଥିତ ଏକ ହୋଟେଲ ରୁମ୍ ଭିତରୁ ଶବକୁ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ । ମୃତକ ପଶ୍ଚିମବଙ୍ଗ ଜୟନଗର ଥାନା ଅଞ୍ଚଳ ର ସୁପ୍ରିୟ ରୁଇ ଦାସ । ଗତ କାଲି ସନ୍ଧ୍ୟା ପ୍ରାୟ ୭ଟା ରେ ସେ ରୁମ ଭଡ଼ା ନେଇ ରହିଥିଲେ । ଆଜି…