କରୋନା ରିପୋର୍ଟ: ଭାରତରେ ହୋଇଥିବା 86 ପ୍ରତିଶତ ମୃତ୍ୟୁ ମଧ୍ୟରେ କମନ୍ ରହିଛି ଗୋଟିଏ କଥା
ସାରା ଦୁନିଆରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ I ଏହି ଭାଇରସ୍ କାରଣରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ 14 ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ 82,000 ଲୋକ ମୃତ୍ୟୁବରଣ କରିସାରିଲେଣି I ତେବେ ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I…