ଟ୍ରଲିରେ ସାକ୍ଷୀଗୋପାଳରୁ ଏସସିବି ଆସିବା ଘଟଣା, ୭୦ କିମି ଟଣା ହୋଇ ଆସି ବି ଜୀବନ ହାରିଲେ ସୁକାନ୍ତି
କେନ୍ୟୁଜ (ବ୍ୟୁରୋ): ପତ୍ନୀଙ୍କୁ ଚିକିତ୍ସା ପାଇଁ ଟ୍ରଲିରେ ଆଣିଲେ ୭୦ କିମି। କିନ୍ତୁ ଡାକ୍ତରଖାନାରେ ଚିକିତ୍ସାର ଦିନକ ପରେ ପ୍ରାଣ ହରାଇଲେ ପତ୍ନୀ। ଗତକାଲି କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସାକ୍ଷୀଗୋପାଳର ସୁକାନ୍ତି ଭୋଇ ସର୍ଜରୀ ୱାର୍ଡରେ ଭର୍ତ୍ତି ପ୍ରାଣ…