Browsing Tag

death news

ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ

ହଜାର ହଜାର ଲୋକଙ୍କ ପ୍ରତିବାଦର ସ୍ୱର ବିକ୍ଷୋଭ ମଧ୍ୟରେ ନିରବୀ ଗଲେ ଅଙ୍ଗନବାଡି ଦିଦି । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ସ୍ନେହଲତା ଦିଦି ଫେରିଆସ । କିନ୍ତୁ ସମସ୍ତଙ୍କ ପ୍ରତିବାଦର ସ୍ୱର ଉତ୍ତୋଳନ ମଧ୍ୟରେ ଆର ପାରିରେ ଅଙ୍ଗନବାଡି ଦିଦି । ସେ ବି କଣ ଜାଣିଥିଲେ କି ଏମିତି ଦୁର୍ଘଟଣା ଘଟିବ ଆଉ…

ଭତ୍ତା ଟଙ୍କା ପାଇଁ ଆବେଦନ କରିବାକୁ ଆସିଥିଲେ ବୃଦ୍ଧ, କିନ୍ତୁ ଚାଲିଗଲା ଜୀବନ

୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । ଏହି ଭତ୍ତା ରାଶି ଟିକକ ପାଇଁ ଅନେକ ବୃଦ୍ଧ ବୃଦ୍ଧା ତଥା ଦିବ୍ୟାଙ୍ଗମାନେ ଖୁସି ଅଛନ୍ତି । ସରକାର ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା ରାଶି ଘୋଷଣା କରିବା…

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

କୋରାପୁଟ ଲମତାପୁଟ ନନ୍ଦପୁର ଥାନା ଅଧୀନ ଗେରୁପୁଟ ଗାଁର ସ୍ବାମୀ ବଳରାମ ଗାଲେଲ୍ ଓ ସ୍ତ୍ରୀ ବଲା ଗାଲେଲ୍ । ନନ୍ଦପୁର ହାଟ ପଦା ନିକଟରେ ଚା ଦୋକାନ କରି ଲୋକଙ୍କୁ ଚା’ ପିଆନ୍ତି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି…

ଅତି ନିର୍ମମ ଭାବେ ମା’ର ଜୀବନ ନେଲା ପୁଅ, ଇନଷ୍ଟାଗ୍ରାମରେ ମାଗିଲା କ୍ଷମା

ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଉଚ୍ଚରେ । ଜଣେ ମା’ ନିଜ ସନ୍ତାନ ପାଇଁ ସବୁ କିଛି କରେ । ନିଜେ ଭୋକିଲା ରହି ଛୁଆର ପେଟ କଥା ବୁଝେ । କିନ୍ତୁ ବତ୍ତର୍ମାନ ସନ୍ତାନମାନଙ୍କ ମନରେ ଆଉ ବାପା ମା’ଙ୍କ ପ୍ରତି ଭଲ ପାଇବା ନାହିଁ । ନିଜ ମା’ ବାପାଙ୍କୁ ମାରିବାକୁ ପଛାଉ ନାହାନ୍ତି କିଛି ସନ୍ତାନ ।…

ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ, ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ

ଯାଜପୁର ଟାଉନ: ନଦୀରେ ବୁଡ଼ି କାଉଡ଼ିଆ ମୃତ ।  ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ପାଣିରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ।  ଯାଜପୁର ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣା । ଆରଡି ଆଖଣ୍ଡଳମଣିକୁ ପାଣି ନେବା ପାଇଁ ନେବାକୁ ଆସିଥିବା ବେଳେ କାଉଡିଆ ଜଣଙ୍କ ବୁଡ଼ିଯାଇଥିଲେ…

ବଧୂହତ୍ୟା ଅଭିଯୋଗ,ଗୋପ ପୋଲିସର ତଦନ୍ତ ଆରମ୍ଭ, ଶାଶୁ ଘର ଲୋକ ଫେରାର

ଗୋପ : ବଧୂ ହତ୍ୟା ଅଭିଯୋଗ । ମେଡିକାଲ ପରିସରରେ ଉତ୍ତେଜନା । ଗୋପ ଥାନା ମଦରଙ୍ଗ ଗାଁର ଭାଗ୍ୟବତୀ ବେହେରା ୫ ବର୍ଷ ପୂର୍ବେ ଅରୁଆଳି ଗାଁର ପପୁନି ବେହେରାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ । ଭାଗ୍ୟବତୀଙ୍କ ୪ ବର୍ଷ ଓ ଦେଢ଼ ବର୍ଷର ଦୁଇଟି ଶିଶୁକନ୍ୟା ଅଛନ୍ତି । ହଠାତ୍ ଆଜି ସକାଳୁ…

ସବୁ ଦିନ ପାଇଁ ଆଖି ବୁଝିଲେ ଦୁଇ ଭାଇ ଭଉଣୀ, ସାପ କାମୁଡାରେ ଚାଲିଗଲା ଜୀବନ

ଦିନ କେଇଟାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାନ୍ତା । କିନ୍ତୁ ସେ ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଆଉ ଏ ଦୁନିଆରେ ନାହାନ୍ତି ଭାଇ ଭଉଣୀ । ରାତିରେ ସବୁ ଖାଇ ପିଇ ଶୋଇଥିଲେ । କିନ୍ତୁ ଯମ ହୋଇ ଆସିଲା ସାପ । ଆଉ ଭାଇ ଭଉଣୀ ନିଘୋଡ଼ ନିଦରେ ଶୋଇଥିବାବେଳେ ସାପ ଦଂଶି ଚାଲିଲା । ସାପ…

ଆସାମରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଚାରିଆଡ଼େ ହାହାକାର । ଯେଉଁଠି ଦେଖିବ ଚାରିଆଡ଼େ ବନ୍ୟା ପାଣି । ଏନେଇ ବଢ଼ୁଛି ମୃତ୍ୟୁ ସଂଖ୍ୟା । ସବୁ ଚେଷ୍ଟା ପରେ ବି ଅନେକ ଲୋକଙ୍କ ବଞ୍ଚାଇ ହେଉନି । ପାଣିରେ ଉବୁଟୁବୁ ହେଉଛନ୍ତି ଅନେକ ପଶୁ । କୁହାଯାଏ ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ । ଏବେ ପାଣିର ମାତ୍ରା ବଢ଼ିଯିବାରୁ…

ମଝି ପଡିଆରୁ ଉଦ୍ଧାର ହେଲା ଜଣେ ମହିଳାଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ

ମୟୁରଭଞ୍ଜ(କେନ୍ୟୁଜ): ସକାଳୁ ସକାଳୁ କିଛି ଲୋକ ରାଜାବସା ପଡିଆକୁ ଯାଇଥିଲେ । ହଠାତ ସେମାନଙ୍କ ନଜରରେ ପଡ଼ିଥିଲା କେହି ଜଣେ ପଡ଼ିଆରେ ପଡ଼ି ରହିଛି । କିଏ ଏମିତି ପଡ଼ିଆଟାରେ ଶୋଇଛି ବୋଲି ମନରେ ସନ୍ଦେହ ଆସିଲା । ପାଖକୁ ଆସି ଦେଖନ୍ତି ତ ଜଣେ ମହିଳାଙ୍କ ମୃତଦେହ ପଡ଼ିଆ ମଝିରେ ପଡ଼ିଛି । ସଙ୍ଗେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡିଆଳ- ଭବାନୀପାଟଣା ରାଜ୍ୟ ରାଜପଥର ଲଛିପୁର ଗାଁ ଠାରେ ଘଟିଯାଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନିପାଳ ଦୈତାରିପୁର ଗାଁର ୪୬ ବର୍ଷିୟ ପ୍ରଶାନ୍ତ ମଳିକ । ସକାଳେ ଧାନ…

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି ଟାଙ୍କିରେ ପକାଇବା ଭଳି ଘଟଣା ସାମ୍ନାକୁ ଆସିଛି । ପରେ ନିଜେ ବି ପାଣି ଟାଙ୍କିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୪ ପିଲା ପାଣିରେ ବୁଡ଼ି ସେମାନଙ୍କ ଜୀବନ ଯାଇଛି ।…