ଶିକ୍ଷୟିତ୍ରୀ ପୁଷ୍ପଲତାଙ୍କ ସନ୍ଦେହଜନକ ମୃତ୍ୟୁ, ମା’ ମୃତ୍ୟୁର ତଦନ୍ତ ଦାବି କଲା ଝିଅ
କେନ୍ଦ୍ରାପଡା (କେନ୍ୟୁଜ୍): ମା’ ମୃତ୍ୟୁର ତଦନ୍ତ ଦାବିକଲା ଝିଅ। କେନ୍ଦ୍ରାପଡା ନସଡିପୁର ଅଞ୍ଚଳର ପୁଷ୍ପାଲତା ପ୍ରତାପଙ୍କ ଝିଅ ଗାୟତ୍ରୀ ବେହେରାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ଗୋପୀନାଥ ବେହେରା ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କର ୪ପୁଅ ଥିବା ବେଳେ ଦ୍ବିତୀୟ ସ୍ତ୍ରୀ…