ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି: ଖସିଲା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ଗଲା ୬ଜୀବନ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି। ଏକକ ସଂଖ୍ୟାକୁ ଖସିଲା ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୫୩ଜଣଙ୍କ ଜୀବନ ନେଇଥିଲା ଭାଇରସ୍। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା।
ଗତ ୨୪ ଘଣ୍ଟାରେ ୭୫୪ କରୋନା…