Browsing Tag

death toll in india

ଦେଶରେ ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ, ଦିନକରେ ୧୨୩ ମୃତ

ନୂଆଦିଲ୍ଲୀ(କେନ୍ଯୁଜ୍): ଦେଶରେ ୩୦ହଜାର ଟପିଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍‌ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ଏହି ତାଲିକାରେ ତୃତୀୟ ଦେଶ ଭାବରେ ଯୋଡ଼ି ହୋଇଛି ଭାରତ । ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩…

ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ଯା, ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ଜୀବନ ନେଇଛି ମହାମାରୀ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଉଛି କରୋନା ମୃତ୍ୟୁ । ଲାଗାତାର ଦ୍ୱିତୀୟ ଦିନରେ ୪ହଜାର ଉପରେ ରହିଛି ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ୪ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୪ ହଜାର ୨୦୫ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ଲକ୍ଷ ୫୮ ହଜାର ଅତିକ୍ରମ…

ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ…

ଦେଶରେ ଗତ ୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୫୩ ହଜାର ୪୮୦ ଜଣ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ାଇଲାଣି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂକ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ୫୩ ହଜାର…

ଦେଶରେ ୪୦ହଜାର ଟପିଲା କରୋନା ମୃତ୍ଯୁସଂଖ୍ୟା, ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  କରୋନା କବଳରେ ସାରା ଦେଶ। ଗତ ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ହୋଇଛନ୍ତି। ୯୦୪ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍‌। ନୂଆ ମୃତକଙ୍କୁ ମିଶାଇ ଦେଶରେ ୪୦ହଜାର ଟପିଛି ମୃତକଙ୍କ ସଂଖ୍ୟା। ମୋଟ ମୃତ୍ୟୁସଂଖ୍ୟା ରହିଛି ୪୦ହଜାର ୬୯୯। ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ଲକ୍ଷ ୬୪ହଜାର…

ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୭୫୭ ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ ୧୩ ଲକ୍ଷ ୩୬ ହଜାର ୮୬୧…

ଦେଶରେ ୩୦ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟା ଭିତରେ ସର୍ବାଧିକ ୪୯,୩୧୦ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ଭାଇରସ୍। ଏହାରି ଭିତରେ ଦେଶରେ ୩୦ହଜାର ଟପିଲା ମୃତ୍ୟୁ ସଂଖ୍ୟା । ସୂଚନା ମୁତାବକ ୩୦ହଜାର ୬୦୧କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ୪୯ହଜାର ୩୧୦ଜଣ ଆକ୍ରାନ୍ତ ହୋଇଛନ୍ତି।…

ଦେଶରେ ୯ହଜାର ୯୦୦ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା, ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ବୋଲ ମାନୁନି କରୋନା । ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ଟପିଥିବାବେଳେ  ମୃତ୍ୟୁ ସଂଖ୍ୟା ୯ହଜାର ୯୦୦ରେ ପହଞ୍ଚିଛି ।  ମହାରାଷ୍ଟ୍ରରେ ଲକ୍ଷେ ୧୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ଯା । ଏହାସହ ୪ ହଜାର ୧୨୮ ଜଣଙ୍କ ମୁଣ୍ଡ ନେଇଛି ଏହି ଭାଇରସ । ଅପରପଟେ…

କରୋନା ସଂକ୍ରମଣ ତାଲିକାରେ ୭ମ ସ୍ଥାନରେ ଭାରତ, ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସାରା ବିଶ୍ୱରେ ନିଜା କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ଲକ୍ଷ ୭୩ହଜାର ୬୯୭ଜଣଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ୍‌। ଏହି ରେସରେ ସମସ୍ତଙ୍କଠାରୁ ଆଗରେ ରହିଛି ଆମେରିକା। ଏଠାରେ ସର୍ବାଧିକ ମୋଟ ୧୮ଲକ୍ଷ ୩୭ହଜାର ୧୭୦ଜଣ…

ଦେଶରେ ବ୍ରେକ୍ ଫେଲ୍ କରୋନା ଭାଇରସ୍ : ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୬ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି । ସେହିପରି ୧୪୭ ଜଣଙ୍କ ମୃତ୍ୟୁ ହୋଇଛି  । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୩୧ ହଜାର ୮୬୮ରେ…

ଭାରତରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ କରୋନ ଆକ୍ରାନ୍ତ ଚିହ୍ନଟ, ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୨୫ହଜାର ୧୦୧ରେ…

ନୂଆଦିଲ୍ଲୀ : ବୋଲ ମାନୁନି ମାରାତ୍ମକ ମହାମାରୀ କରୋନା। ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାର କରାଳ ରୂପ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଭାରତରେ ମଧ୍ଯ ଏହା ନିଜର ଦବଦବା ଜାହିର୍ କରିଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…