Browsing Tag

death toll

ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି: ଖସିଲା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ଗଲା ୬ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି। ଏକକ ସଂଖ୍ୟାକୁ ଖସିଲା ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୫୩ଜଣଙ୍କ ଜୀବନ ନେଇଥିଲା ଭାଇରସ୍‌। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟାରେ ୭୫୪ କରୋନା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ, ୬୬ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୨୧୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୪୮୩ ଓ କଟକରୁ ୩୪୮ ନୂଆ କେସ୍‌ ରହିଛି। ଯାହା ଟେନସନର କାରଣ ପାଲଟିଛି। ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ…

ରାଜ୍ଯରେ ଆଜି ୪୨ଜଣଙ୍କ ଜୀବନ ନେଲା କରୋନା, ଗତ ୨୪ ଘଣ୍ଟାରେ ୮ ହଜାର ୮୩୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ। ଲଗାତର ଦ୍ୱିତୀୟ ଦିନରେ ୧୩ ପ୍ରତିଶତ ତଳେ ରହିଛି ପଜିଟିଭିଟି । ଆଜି ପଜିଟିଭିଟି ରେଟ୍‌ ୧୨.୫୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୮୩୯ ପଜିଟିଭ୍‌ ଚିହ୍ନଟ । ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଟପ୍‌ ୫ ଜିଲ୍ଲାରେ ଅଛନ୍ତି…

ଗଞ୍ଜାମରେ ସଂକ୍ରମଣ ସାଙ୍ଗକୁ ବଢୁଛି ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୫ ଜଣ ପ୍ରାଣ ହରାଇଲେ

ଭୁବନେଶ୍ବର : ରାଜ୍ଯରେ କରୋନା ନେଲା ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଗଞ୍ଜାମରୁ ୫ ଓ ଗଜପତିରୁ ଜଣେ କରୋନା ସଂକ୍ରମିତ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଁଚିଛି । ତେବେ ଗଞ୍ଜାମରେ ମୋଟ ମୃତ୍ଯୁ ସଂଖ୍ଯା ୫୯ ଏବଂ ଗଜପତିରେ ୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

କରୋନା ନେଲା ଆଉ ୪ମୁଣ୍ଡ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଲା

ଭୁବନେଶ୍ବର: ଅନ୍ଯପଟେ ଆଜି କରୋନାରେ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୫୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ମୃତକ ଚାରିଜଣ ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମରେ ମୋଟ ମୃତ୍ୟୁସଂଖ୍ୟା ୩୪…

ରାଜ୍ଯରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ମୃତକ ୪ଜଣ ପୁରୁଷ । ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର…

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ, ୩୪ରେ ପହଞ୍ଚିଲା ସମୁଦାୟ ମୃତ୍ୟୁ ସଂଖ୍ୟା; ଜଣେ ଅଛନ୍ତି ୨୭ ବର୍ଷୀୟ ଯୁବକ

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ୩୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ଦେଶରେ ୯ହଜାର ୯୦୦ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା, ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ବୋଲ ମାନୁନି କରୋନା । ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ଟପିଥିବାବେଳେ  ମୃତ୍ୟୁ ସଂଖ୍ୟା ୯ହଜାର ୯୦୦ରେ ପହଞ୍ଚିଛି ।  ମହାରାଷ୍ଟ୍ରରେ ଲକ୍ଷେ ୧୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ଯା । ଏହାସହ ୪ ହଜାର ୧୨୮ ଜଣଙ୍କ ମୁଣ୍ଡ ନେଇଛି ଏହି ଭାଇରସ । ଅପରପଟେ…

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା: ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୨୨…

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା । ଗୋଟିଏ ଦିନରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୯୭ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦେଶରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୦୬…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୧୮କୁ ବୃଦ୍ଧି, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧ ହଜାର ୮ଜଣ…

ନୂଆଦିଲ୍ଲୀ: ଭାରତରେ କରୋନା ଉପରେ ଲାଗୁନି ବ୍ରେକ । ଦେଶରେ ମୃତ୍ୟୁ ସଂଖ୍ୟା ୧ ହଜାର ୨୧୮କୁ ବୃଦ୍ଧି ହୋଇଛି । କରୋନାରେ ୩୭ ହଜାର ୩୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯ ହଜାର ୯୫୧ ଜଣ । ବିଭିନ୍ନ ହସ୍ପିଟାଲରେ ୨୬ ହଜାର ୧୬୭ ଜଣ ଚିକିତ୍ସାଧୀନ ଅଛନ୍ତି ।…

ଆମେରିକାରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ, ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଆମେରିକା: ଆମେରିକାରେ ଲାଗୁନି କରୋନା ବ୍ରେକ୍‌। ସଂକ୍ରମିତ ହୋଇଛନ୍ତି ୧୦ଲକ୍ଷ ୯୫ହଜାର। USAରେ ଗୋଟିଏ ଦିନରେ ୨୨୦୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୬୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଦିନକରେ ପ୍ରାୟ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱର ୨୧୨ଟି…