Odisha News
Browsing Tag

death

ପ୍ରଥମ ରାଜ୍ୟ ଭାବେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡର ବିଲ ପାରିତ ହେଲା ଆନ୍ଧ୍ର ବିଧାନସଭାରେ, କ୍ୟାବିନେଟରେ ବିଲକୁ…

କେନ୍ୟୁଜ୍(ବ୍ୟୁରୋ):ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ବିଲ ପାସ କରିଛି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ୨୧ ଦିନ ମଧ୍ୟରେ ମାମଲା ରୁଜୁ ସହ ବିଚାର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା, ଦଣ୍ଡାଦେଶ…

ମୃତ୍ୟୁ ପୂର୍ବର ଅଜବ ଗନ୍ଧ, ଏହି ଯୁବତୀ ଶୁଙ୍ଘିକି କହିପାରନ୍ତି କାହାର ହେବାକୁ ଯାଉଛି ମୃତ୍ୟୁ

ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି । ଯେଉଁମାନଙ୍କର କିଛି ସ୍ୱତନ୍ତ୍ରତା ପାଇଁ ସେମାନେ ଲୋକମାନଙ୍କ ମଧ୍ୟରେ ପରିଚିତ ଥାନ୍ତି । କେବଳ ସେତିକି ନୁହେଁ ଆମ ଦୁନିଆରେ ଏପରି ଅନେକ ଚମତ୍କାରୀ ଲୋକ ଅଛନ୍ତି ଯେଉଁମାନେ ନିଜ ଶକ୍ତିକୁ ନେଇ ଦାବି କରିଥାନ୍ତି । ତେବେ ଆଜି ଆମେ…

ନନ୍ଦନ କାନନରେ ବଞ୍ଚି ପାରିଲାନି ଆନାକୋଣ୍ଡା, ମାତ୍ର ୩୬ ଦିନରେ ବୁଜିଲା ଆଖି

ଭୁବନେଶ୍ବର(କେନ୍ୟୁଜ୍): ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିବା  ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ହୋଇଛି।ଦୀର୍ଘ ତିନିବର୍ଷର କସରତ ପରେ ଶେଷରେ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଆଣିଥିଲେ କର୍ତ୍ତୃପକ୍ଷ । ମୃତ୍ୟୁ ବେଳକୁ ସାପଟିର ବୟସ ମାତ୍ର ୨ ବର୍ଷ ହୋଇଥିଲା। ଚେନ୍ନାଇ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୪ ଜଣ ହରାଇଲେ ପ୍ରାଣ

ବିଜୁଳି ନେଲା ୪ ଜୀବନ। ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁରରେ ଜଣେ, ମାହାଙ୍ଗାରେ ୨ଜଣ ଓ କେନ୍ଦ୍ରାପଡ଼ାରେ ଜଣଙ୍କର ପ୍ରାଣହାନି ଘଟିଛି। ସାଲେପୁର ଭେଡା ଗାଁର ନିରଞ୍ଜନ ମଲ୍ଲିକ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା। ଗୁରୁତର…

କଳାହାଣ୍ଡି: ବନ୍ୟା ଜଳରେ ଭାସିଗଲେ ବୃଦ୍ଧ

କଳାହାଣ୍ଡି(କେନ୍ୟୁଜ୍): ବନ୍ୟା ଜଳରେ ଭାସିଗଲେ ବୃଦ୍ଧ। କଳାହାଣ୍ଡି ଜିଲ୍ଲା ଏମ. ରାମପୁର ବ୍ଲକରେ ଘଟିଛି ଏହି ଅଘଟଣ। ଦେଢଶୁଲି ଗାଁର ୬୦ ବର୍ଷିୟ ଉଚ୍ଛେନ୍ଦ୍ର ମାଝି ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ୨ଜଣ ସଂପର୍କୀୟଙ୍କ ସହ କନ୍ଧମାଳର ପୁଲିନାଟ ଗାଁକୁ ଯାଇ ମୋଟର ସାଇକେଲରେ…

ନିର୍ମାଣଧୀନ କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବୀରେ ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ଶବ ରଖି ଘେରାଓ କଲେ…

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ଏକ ନିର୍ମାଣଧୀନ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁର ସୁଶାନ୍ତ ସେଠୀ । ଗତ କାଲି ସଂଧ୍ୟାରେ ନରେଶ କୁମାର…

ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିବା ବଗିଚାରେ ଜଣେ ଓ ଲୁଗା ଶୁଖାଉଥିବା ବେଳେ ଜଣେ ମୃତ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରେ ଅଘଟଣ । ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ ମୋଟର ଲଗାଇ ପରିବା ବଗିଚାରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି।…

ସୁବର୍ଣ୍ଣପୁର: ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ

ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଗାଁର ପୂର୍ଣ୍ଣଚନ୍ଦ୍ର ରଣାଙ୍କ ଝିଅ ବର୍ଷାରାଣୀ । ସେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ବଡ ଡାକ୍ତରଖାନାରେ ଭର୍ତ୍ତି…

ଝାଡଖଣ୍ଡ : ବ୍ରଜପାତରେ ୧୩ଜଣଙ୍କର ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ରାଞ୍ଚି : ଝାଡଖଣ୍ଡରେ ବ୍ରଜପାତ ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ରବିବାର ଭିଷଣ ବର୍ଷା କାରଣରୁ ରାଜ୍ଯର ଭିନ୍ନଭିନ୍ନ ଜିଲ୍ଲାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ରାଞ୍ଚିରେ ସବୁଠାରୁ ଅଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପଲାମୁରେ ୩ଜଣ, ଚତରାରେ ୨ଜଣ, ପ.ସିଂହଭୁମ…

ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ, ୬୮ ବର୍ଷ ବୟସରେ ହୃଦଘାତରେ ବୁଜିଲେ ଆଖି

ଚଳଚ୍ଚିତ୍ର ପ୍ରଯୋଜକ ତଥା କଂଗ୍ରେସ ନେତା କେଶବ ଚନ୍ଦ୍ର ରାଉତଙ୍କ ହୃଦଘାତରେ ପରଲୋକ । କଟକ ଶଙ୍କରପୁର ସ୍ଥିତ ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସୁନା ଚଢେଇ, ସୁନା ହରିଣୀ, ଭୀଷ୍ମ ପ୍ରତିଜ୍ଞା ଓ ସନ୍ତାନ ଭଳି ଅନେକ ଚଳଚ୍ଚିତ୍ରର…

ଯାଜପୁର ରୋଡ: ପାରିବାରିକ କଳହରୁ ମାନସିକ ବିକାରଗ୍ରସ୍ତ ଯୁବକକୁ ହତ୍ୟା,  ମା ଓ ଭାଇକୁ ଅଟକ ରଖିଲା ପୋଲିସ

ଯାଜପୁର ରୋଡ: ପାରିବାରିକ କଳହରୁ ଘଟିଛି ହିଂସାକାଣ୍ଡ।  ନିଜ ମାନସିକ ବିକାରଗସ୍ତ ପୁଅକୁ ନିସ୍ତୁକ ପିଟୁଛି ନୃଶଂସ ମା । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟାଣାଟି ଘଟିଛି ଯାଜପୁର ରୋଡ ଥାନା ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ। ଗାଁର ନରେନ୍ଦ୍ର ସାହୁ ନାମକ ଜଣେ…

ଘର ମରାମତି ବେଳେ ମାଟିକାନ୍ଥ ପଡି ଚାଲିଗଲା ୨ ଜୀବନ

ଯାଜପୁର(କେନ୍ୟୁଜ୍) : ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା। ଆଜି ସକାଳେ ଘର ମରାମତି କାମ ଚାଲିଥିବାବେଳେ ହଠାତ୍ କାନ୍ଥ ଭୁଶୁଡି ପଡିଥିଲା। କାନ୍ଥ ତଳେ ଏମାନେ ଚାପି…