Browsing Tag

death

ଅଭାବନୀୟ ପରିସ୍ଥିତି: ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ନବଜାତର ଜୀବନ, ବ୍ୟାଗରେ ମୃତଦେହ ଧରି ବୁଲିଲା ବାପା

ସୋର(କେନ୍ୟୁଜ): ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର…

ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର (କେନ୍ୟୁଜ): ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଲେଜ ଯାଉଥିବା ବେଳେ ଏକ ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ପଦାର କଲୋନୀର ସୋନାଲ ଭଗତ । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ…

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ, ଜାହାଜରେ ଥିଲେ ଚିଫ ଇଞ୍ଜିନିୟର

ପାରାଦୀପ (କେନ୍ୟୁଜ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ଚିପ଼୍ ଇଞ୍ଜିନିୟରଙ୍କର ମୃତ୍ୟୁ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତ ଇଞ୍ଜିନିୟର ଅଲଦାନା ଭେସେଲରେ ପାରାଦୀପ୍ ଆସିଥିଲେ। ରୁଷିଆ ଇଞ୍ଜିନିୟର ହେଉଛନ୍ତି ମିଲ୍ ୟାକୁବ ସର୍ଜଇ। ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଥିବା…

କଳାହାଣ୍ଡି: ବାଇକକୁ ଧକ୍କା ଦେଲା ବାଇକ, ୨ମୃତ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ମୁଖ୍ୟ ରାସ୍ତା ତାଳପଦର ଛକ ନିକଟ ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ। ମୃତ ଯୁବକ ଦ୍ୟୁୟ କଲମପୁର ବ୍ଲକ ଇଚ୍ଛାପୁର ଗ୍ରାମର ହୋଇଥିବା ସୂଚନା ।

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଦ୍ୱିତୀୟ ଟିମ୍‌ ଗଠନ କଲା କ୍ରାଇମବ୍ରାଞ୍ଚ

ରାୟଗଡା (କେନ୍ୟୁଜ): ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ବନ୍ଧୁଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା । ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ହୋଟେଲରେ ପହଞ୍ଚି ଛାନବିନ କରିଛନ୍ତି । ପାଭେଲ୍‌ ଆଣ୍ଟୋଭ ଓ ବିଦୋନୋଭ ରହିଥିବା ରୁମ୍‌ରେ ତଦନ୍ତ କରିବ ଟିମ । ରୁଷ୍‌ର…

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍‌ଙ୍କୁ ଜେରା

(କେନ୍ୟୁଜ): ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ…

ମଣିଷ ମାରିଥିବା ନାଲିଆ ପାଗଳ ଷଣ୍ଢର ମୃତ୍ୟୁ, ଗତ ୨ ଦିନ ହେବ ରାଜଧାନୀରେ ମଚାଉଥିଲା ଆତଙ୍କ

ଭୁବନେଶ୍ୱର (କେନ୍ୟୁଜ): ଆତଙ୍କ ମଚାଇଥିବା ପାଗଳ ଷଣ୍ଢର ମୃତ୍ୟୁ । ଜଟଣି ଗୋଷାଳାରେ ଷଣ୍ଢର ମୃତ୍ୟୁ ହୋଇଛି । ଗତ ୨ ଦିନ ହେବ ପଟିଆ ପଦ୍ମକେଶରପୁରରେ ପାଗଳ ଷଣ୍ଢ ଆତଙ୍କ ଯୋଗୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆଜି ମହାନଗର ନିଗମ ଷଣ୍ଡକୁ କାବୁ କରି ଜଟଣି ଗୋଷାଳାରେ ଛାଡିଥିଲା । ଷଣ୍ଢ…

ପରକିୟା ପ୍ରୀତି ହେଲା କାଳ! ୭ ଦିନ ହେଲା ମିଳୁନି ବ୍ୟକ୍ତିଙ୍କ ପତ୍ତା

କଟକ (କେନ୍ୟୁଜ): କଟକ ମହାନ୍ତିପଡାରେ ରହୁଥିବା ଯୁବକଙ୍କୁ ନୟାଗଡ଼ରେ ହତ୍ୟା ସନ୍ଦେହ। ନୟାଗଡ଼ ନୂଆଗାଁ ଅଞ୍ଚଳରେ ଏହି ଜଘନ୍ଯ କାଣ୍ଡ ଘଟିଛି। କଟକରେ ଏଲ ଆଇ ସି ଏଜେଣ୍ଟ ଭାବରେ କାର୍ଯ୍ଯରତ ଶୈଳେନ୍ଦ୍ର ନାଥ ଜେନାଙ୍କୁ ନୟାଗଡ଼କୁ ଡାକି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହା ପରକିୟା ପ୍ରୀତି…

ଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର ‘ବାବୀୟା’, ସମ୍ମାନର ସହ ହେଲା ଶେଷ କୃତ୍ୟ

ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବାବୀୟା’ । କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। କେରଳର ପଦ୍ମନାଭସ୍ୱାମୀ ମନ୍ଦିର ହ୍ରଦରେ ରହୁଥିଲା କୁମ୍ଭୀର ‘ବାବୀୟା’ । କୁହାଯାଏ ଏହି କୁମ୍ଭୀର କୌଣସି ସାଧାରଣ କୁମ୍ଭୀର ନଥିଲା । କାରଣ ଏହି କୁମ୍ଭୀରର…

ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ

ଜଳେଶ୍ୱର (କେନ୍ୟୁଜ): ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ…

ରାଜ ମହଲ ଓଭର ବ୍ରିଜ ନିକଟରେ ବଡ ଧରଣର ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସମ୍ମୁଖରେ ବଡ଼ ଧରଣର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ। ଦୁଇ ଜଣ ଗୁରୁତ୍ୱର ଭାବେ କ୍ଯାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ ଗାଡି ରାସ୍ତା କଡ଼ରେ…

ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ଶ୍ବଶୁର ଘର ଗାଁ ପୋଖରୀରେ ବୁଡି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର…