Browsing Tag

death

ଜେଏସ୍‌ଡବ୍ଲ୍ୟୁ ବସ୍‌କୁ ଟ୍ରକ୍‌ ପିଟିବା ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ଛୁଇଁଲା

ଝାରସୁଗୁଡ଼ା (କେନ୍ୟୁଜ) : ଗତକାଲି ସନ୍ଧ୍ୟା ପ୍ରାୟ ୬.୨୦ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜେନ୍ଦ୍ର ତିୱାରୀ, ଶେର୍ ବାହାଦୁର,…

ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ରାୟଗଡ଼ା (କେନ୍ୟୁଜ): କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଗୁରୁତର ହୋଇଥିଲେ। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣକର ମୃତ୍ୟୁ ଘଟିଥିବା…

୨୪ ଥର ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବକ

ନୂଆଦିଲ୍ଲୀ : ଆଜିକାଲିର ଯୁବପିଢ଼ିମାନେ ଫିଲ୍ମ ଦେଖି ଏତେ ମାତ୍ରାରେ ଉତ୍ସାହିତ ହୋଇଯାଉଛନ୍ତି ଯେ, ଫିଲ୍ମର କିଛି ସିନ୍‌ ରିୟଲ ଲାଇଫ୍‌ରେ କରିବାକୁ ମଧ୍ୟ ପଛାଉ ନାହାନ୍ତି। କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ରୁ ଅନୁପ୍ରାଣିତ ହୋଇ…

ଏବେ ବି ଯାଇନି ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଗୁଣିଗାରେଡିର ସାହାରା ନେବାରୁ ଚାଲିଗଲା ୨ ଜୀବନ

ବଣାଇ (କେନ୍ୟୁଜ): ସମାଜକୁ ସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା ଆଜି ଦୁଇ ଜଣଙ୍କ ଜୀବନ ଦୀପକୁ ଲିଭାଇଦେଇଛି । ଏହି ପରି ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ । ଗୁରୁଣ୍ଡିଆ ଥାନା ର…

୮ ମାସର ଗର୍ଭବତୀ ମହିଳାଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ୍‌, ପେଟରୁ ବାହାରି ପଡ଼ିଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ : ବୁଧବାର ଫିରୋଜାବାଦର ନରଖୀ ପୋଲିସ ଷ୍ଟେସନ ପରିସରରେ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଛି । ​​ଯେଉଁଥିରେ ଲୋକଙ୍କ ଛାତି ଥରି ଉଠିଛି। ଏକ ବାଲି ଭର୍ତ୍ତି ଡମ୍ପର ଚାପାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ପେଟରୁ ଆଶ୍ଚର୍ଯ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ…

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ଜଳେଶ୍ୱର (କେନ୍ୟୁଜ): ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ। ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ…

ପ୍ରେମିକ ସହ ବିଲରେ ଅସଞ୍ଜତ ଅବସ୍ଥାରେ ଧରା ପଡ଼ିଲେ ଯୁବତୀ, ଯୁବକଙ୍କୁ ପିଟି ପିଟି ମାରିଦେଲେ ଘର ଲୋକ

ମଧ୍ୟ ପ୍ରଦେଶ: ପ୍ରେମୀ ଯୁଗଳଙ୍କୁ ଭାରି ପଡ଼ିଲା ବିଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା। ଝିଅର ଘର ଲୋକ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଯୁବକଙ୍କ ଉପରେ ନିଆଁ ବାଣ ହୋଇ ଯାଇଥିଲେ। ପ୍ରେମିକାଙ୍କ ପରିଜନ ଏହି ଯୋଡ଼ିକୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପିଟି ପିଟି ୨୧ ବର୍ଷୀୟ…

ବଣାଇ କଲେଜରେ ଅଘଟଣ: ପରୀକ୍ଷା ଦେବାବେଳେ ଟଳି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର, ମୃତ ଘୋଷଣା କଲେ ଡାକ୍ତର

ବଣାଇ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ବଣାଇଗଡ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। +2 ବିଜ୍ଞାନର ଓଡ଼ିଆ ବିଷୟ ପରୀକ୍ଷା ହେଉଥିବା ବେଳେ ଏମଡି ଅରବାଜ ପରୀକ୍ଷା ସାରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ହଠାତ କ୍ଳାସ…

ପୁତୁରା ବାହାଘର ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡି ଚକା ତଳେ ପଡ଼ି ଚାଲିଗଲା ଦାଦାଙ୍କ ଜୀବନ

ବାଲେଶ୍ଵର (କେନ୍ୟୁଜ): ଡିଜେ ବାଜୁଥିଲା । ଡିଜେ ର ତାଳେ ତଳେ ସମସ୍ତେ ନାଚୁଥିଲେ । ଆଉ କିଛି ସମୟ ପରେ ବିବାହ ସାରି ଘରକୁ ଫେରିଥାନ୍ତେ ବର ଆଉ କନ୍ୟା । ହେଲେ କିଏ ଜାଣିଥିଲା ନିମିଷକ ମଧ୍ୟରେ ସବୁ ଖୁସି ମିଳେଇ ଯିବ । ପୁତୁରାର ବିବାହ ଶୋଭାଯାତ୍ରାରେ ଯାଇ ଦାଦାର ମୃତ୍ୟୁ । ଏଭଳି ଏକ ଘଟଣା…

ହିଞ୍ଜିଳିକାଟୁ : ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ବେଲଶ୍ୱର ଶିବ ମନ୍ଦିରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଗଣ୍ଡଳା ଗ୍ରାମର ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ୧୫ବର୍ଷ ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ…

ଝିଅ ସହ ଅନୈତିକ ସମ୍ପର୍କ ସନ୍ଦେହ: ଯୁବକଙ୍କୁ ରଡ ଭୁସି ମାରିଲା ବାପା

ଉଦଳା (କେନ୍ୟୁଜ): ରବିବାର ଦିନ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ । ଝିଅ ପାଇଁ ଯୁବକଙ୍କୁ ରଡ ଭୁଶି ବାପା ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଭିୁକ୍ତକୁ ଗିରଫ କରିଛି ପୋଲିସ୍ । ଗତ ରବିବାର ଦିନ ଉଦଳା ଥାନା ବଉଳଶାସନ ଗ୍ରାମରେ ଜୟୁର ଗ୍ରାମର ଶୁଭାଶିଷ…

ଯାଜପୁର : ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

ଯାଜପୁର (କେନ୍ୟୁଜ): ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥ ସିଂଗଡା ଓଭରବ୍ରିଜ ଉପରେ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ମୃତକ ହେଲେ ସୌଭାଗ୍ୟ ନାୟକ । ଏଥିରେ ଅନ୍ୟ ଜଣେ ଗୁରୁତର ଓ ଜଣେ ସାମାନ୍ୟ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସିତ…