Browsing Tag

death

ରେଢ଼ାଖୋଲ : ଘର ଭିତରୁ ମାଆ, ଝିଅଙ୍କର ମୃତଦେହ ଉଦ୍ଧାର

ରେଢ଼ାଖୋଲ (କେନ୍ୟୁଜ୍‌) : ଘର ଭିତରେ ପଡ଼ିରହିଛି ମାଆ ଓ ଝିଅଙ୍କ ମୃତଦେହ। ସେମାନଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳରେ । ଏନେଇ ଅଭିଯୋଗ ହେବା ପରେ ପୁଲିସ…

ସୋସିଆଲ ମିଡିଆରୁ ଦେଖି ମୁଣ୍ଡରେ କିରୋସିନ ଛିଞ୍ଚି ଚୁଟି ସିଧା କରୁଥିଲା ବାଳକ, ନିଆଁ ଲାଗି ଚାଲିଗଲା ଜୀବନ

କେରଳର ଥିରୁଭନନ୍ତପୁରମ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର ବେଙ୍ଗନୁର ଅଞ୍ଚଳରେ ଚୁଟି ସିଧା କରିବା ଚକ୍କରରେ ଏକ ବାଳକର ଜୀବନ ଚାଲିଯାଇଛି। ପିଲାଟିର ବୟସ ୧୨ ବର୍ଷ ଥିଲା। ସେ କିରୋସିନ୍‌ ତେଲକୁ ମୁଣ୍ଡରେ ଲଗାଇ ଚୁଟି ସିଧା କରିବାକୁ ଚେଷ୍ଟା କରୁଥିବା ବେଳେ ତାର…

ପର୍ଣ୍ଣ ଦେଖି ଦେଖି ସେକ୍ସ ଆକ୍ଟ କରୁଥିଲା ୧୭ ବର୍ଷର ଯୁବକ, ଚାଲିଗଲା ଜୀବନ

ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିବା ବେଳେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାରେ ଜଣେ ୧୭ ବର୍ଷର ଯୁବକ ବାପା ମା’ ଅଫିସ ଯିବା ପରେ ଘରେ ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିଲା। ଏହି କାମରେ ସେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ, ଶେଷରେ ଏଥିପାଇଁ ତାକୁ…

କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ, ବାରିପଦା ୱଲିଗଞ୍ଜ ରେଳଧାରଣାରେ ପଡିଛି ମୃତଦେହ

ମୟୁରଭଞ୍ଜ: ତାର ଚୋରି ହେଲା କାଳ। ରେଳ ବିଭାଗ ପକ୍ଷରୁ ନୂତନ ବିଦ୍ୟୁତ୍‌ କରଣ ପାଇଁ ଚାଲିଥିବା କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ। ବାରିପଦା ୱଲିଗଞ୍ଜ ସ୍ଥିତ ରେଳଧାରଣାରେ ପଡିଛି ମୃତଦେହ। ମୃତ ଯୁବକ ଜଣକ ବାରିପଦା ବିଜୟଚନ୍ଦ୍ରପୁର ଅ଼ଚଳର ଚନ୍ଦନ ସରକାର। ଗତକାଲି…

ଶରମନ ଜୋଶୀଙ୍କ ବାପା ଅରବିନ୍ଦ ଜୋଶୀଙ୍କ ପରଲୋକ, ଗୁଜରାଟୀ ଥିଏଟର ଜଗତରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ

ବଲିଉଡ୍‌ ଅଭିନେତା ଶରମନ ଜୋଶୀଙ୍କ ବାପା ଅରବିନ୍ଦ ଜୋଶୀଙ୍କ ଆଜି ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଭୋର୍‌ ୩ଟାରେ ମୁମ୍ବାଇର ଜୁହୁସ୍ଥିତ ନାନାବତୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ଅରବିନ୍ଦ ଜୋଶୀଙ୍କ ସମୁଦି ତଥା ଅଭିନେତା ପ୍ରେମ୍‌ ଚୋପ୍ରା ଗଣମାଧ୍ୟମକୁ ଜଣାଇଛନ୍ତି।…

ବିଶ୍ୱକପ୍‌ ହକି ଚାମ୍ପିଅନ୍‌ ଖେଳାଳି ମାଇକେଲ କିଣ୍ଡୋଙ୍କ ରାଉରକେଲା ଠାରେ ପରଲୋକ

ରାଉରକେଲା (କେ ନ୍ୟୁଜ୍‌) : ପୂର୍ବତନ ହକି ଖେଳାଳି ଓ ଅର୍ଜୁନ ପୁରସ୍କାର ପାଇଥିବା ମାଇକେଲ କିଣ୍ଡୋଙ୍କ ପରଲୋକ। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଜିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ…

ଦାଦନ ପାଇଁ ବଳି ପଡିଗଲା ପରିବାର, ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏହି ଦୁଇ ଅସହାୟ ବିଧବା ମହିଳା

ଦାଦନ ହେଉଛି ଏକ ଦୁଃଖର ନାଁ । ପେଟର ଭୋକକୁ ସହି ନପାରିଲେ ମଣିଷ ନିଜ ଭିଟା ମାଟି ଛାଡ଼ି ଚାଲିଯାଏ ଅନ୍ୟ ଜାଗାକୁ, ପର ଦୁଆରେ ଖଟିବାକୁ । ଅନେକ ଦୁଃଖ, ଯନ୍ତ୍ରଣା ଆଉ ନିର୍ଯାତନା ଥାଏ ଏମାନଙ୍କ ଭାଗ୍ୟରେ । ଏମିତି ଦାଦନ ପାଇଁ ଗୋଟିଏ ପରିବାର ବଳି ପଡିଯାଇଛି । ପରିବାର ଚଳାଇବା ପାଇଁ ଦିନେ ୨୦…

ଚାଲିଗଲେ ବଲିଉଡର ଆଉଜଣେ ଜଣାଶୁଣା ଅଭିନେତା, ଭାଙ୍ଗିପଡିଛନ୍ତି ପରିବାର

ଜଣାଶୁଣା ଅଭିନେତା ବିଶ୍ୱ ମୋହନ ବଡୋଲାଙ୍କର ଦେହାନ୍ତ । ସୂଚନା ଅନୁଯାୟୀ ଗତ 23 ତାରିଖରେ ତାଙ୍କର ଦେହାନ୍ତ ହୋଇଛି , ପ୍ରସିଦ୍ଧ ଅଭିନେତା ବରୁଣ ବାଡୋଲାଙ୍କ ପିତା ଥିଲେ ବିଶ୍ୱ ମୋହନ ବାଡୋଲା । ବିଶ୍ୱ ମୋହନ ବାଡୋଲା ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ଥିଏଟରରେ କାମ କରିଛନ୍ତି…

କୁକୁର ଭୁକାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମୃତ୍ୟୁ

ସାଲେପୁର : କୁକୁର ଭୁକାକୁ ନେଇ ବୃଦ୍ଧକୁ ଆକ୍ରମଣ। ଗୁରୁତର ଅବସ୍ଥାରେ ଜଗସିଂହପୁର ମେଡିକାଲ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତକ ହେଲେ କିଶନ ନଗର ଥାନା ବିଶ୍ୱାଳପଡା ଗ୍ରାମର ଉମେଶ ଭୋଇ। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ କାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବ ସୂଚନା ମିଳିଥିବା…

ଭୁବନେଶ୍ୱର ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା, ମୃତ ସତ୍ୟ ନାୟକଙ୍କ ପରିବାର ଲୋକେ ଆଣିଲେ ଗୁରୁତର ଅଭିଯୋଗ

ଭଞ୍ଜନଗର : ଏହା ଭିତରେ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ୫ ଦିନ ବିତିଗଲାଣି । ଏହି ପେଟ୍ରୋଲ ପମ୍ପକୁ ସିଲ୍‌ କରାଯାଇଛି । ହେଲେ କିଭଳି ଏଲ୍‌ପିଜି ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସରକାରୀ ଭାବେ ଜଣେ ମୃତ ଏବଂ ଆଉ ଜଣେ ଗୁରୁତର ଆହତ ହୋଇଥିବା…

ମାତ୍ର ଦଶ ଦିନ ତଳେ ପେଟ୍ରୋଲ ପମ୍ପରେ କାମ ଆରମ୍ଭ କରିଥିଲେ ସତ୍ୟ ନାୟକ, ବିସ୍ଫୋରଣ ନେଇଗଲା ଜୀବନ

ଭଞ୍ଜନଗର (କେ ନ୍ୟୁଜ୍‌) : ଭୁବନେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ଘଟଣାରେ ଜଣକର ମୃତ୍ୟୁ ହୋଇଛି । ସରକାରୀ ଭାବେ ଏକଥା ଘୋଷଣା କରାଯାଇଛି । ସେ ହେଉଛନ୍ତି ଗଂଜାମ ଜିଲ୍ଲା ଆସିକା ଅନ୍ତର୍ଗତ ରଘୁନାଥନଗରର ସତ୍ୟ ନାୟକ । ବୟସ ମାତ୍ର ୩୭ ବର୍ଷ । ମୃତ୍ୟୁ ଯେମିତି ତାଙ୍କୁ ହାତ ଠାରି ଡାକି…

ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲେ ରାସ୍ତା ନିର୍ମାଣ କରିଥିବା କମ୍ପାନୀ ଦେବ ଜରିମାନା, ବଦଳିଗଲା ଏହି ନିୟମ

ଦେଶର ସଡକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁଯାୟୀ ଏବେ ଯଦି ସଡକ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ରାସ୍ତା ନିର୍ମାଣ କରିଥିବା କମ୍ପାନୀକୁ ଦୋଷୀ ବୋଲି ଗ୍ରହଣ କରାଯିବ। ଏହାସହିତ ରାସ୍ତା ନିର୍ମାଣ କରିଥିବା କମ୍ପାନୀ…