ଦୀପାବଳିରେ ଅଘଟଣ ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ, କାଜୁଆଲିଟିରେ ଅତିରିକ୍ତ ୧୨ ଟି ବେଡ଼ ରହିଛି
ଭୁବନେଶ୍ୱର : ଦୀପାବଳିରେ କୌଣସି ଅଘଟଣ ଘଟିଲେ ସେଥିପାଇଁ ପୁରା ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଏନେଇ ହସ୍ପିଟାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି । କହିଛନ୍ତି ଆମେ ସମ୍ପୂର୍ଣ ପ୍ରସ୍ତୁତ ରହିଛୁ । ଦୀପାବଳିରେ ଯେଉଁମାନେ ଅସାବଧାନତାରେ ବାଣ ଫୁଟାଇବେ…