କାଠଯୋଡ଼ିକୁ ଡେଇଁଲେ ଆଉ ଜଣେ ଦେବବ୍ରତ, ପାଣି ଭିତରେ ଚାଲିଛି ଖୋଜା
କଟକ (କେ ନ୍ୟୁଜ୍) : ଜଣେ ଦେବବ୍ରତଙ୍କ ମୃତଦେହ ମିଳିବାର ଦିନ କେଇଟା ପରେ ଆଉ ଜଣେ ଦେବବ୍ରତ କାଠଯୋଡ଼ି ନଦୀକୁ ଡେଇଁପଡ଼ିଛନ୍ତି । କାଠଯୋଡ଼ି ତ୍ରିଶୂଳିଆ ପୋଲ ଉପରୁ ନଈ ଡେଇଁ ପଡ଼ିଛନ୍ତି ଏହି ଯୁବକ ଜଣକ । ତାଙ୍କ ନାଁ ଦେବବ୍ରତ ମାଝୀ । ଘର ଭୁବନେଶ୍ୱର ଗାଡ଼କଣା ଅଞ୍ଚଳରେ । କିଛି ଦିନ ହେଲା ସେ…