ଭୁବନେଶ୍ୱର ଏୟାରପୋର୍ଟରେ ଦେବାଶିଷ ପାଣିଗ୍ରାହୀ, ଏୟାର ଆମ୍ବୁଲାନ୍ସରେ ଯିବେ କୋଲକାତା
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କିଛି ସମୟ ଭିତରେ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ । ଗ୍ରୀନ କରିଡରରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକର ଏକ ଘରୋଇ କୋଭିଡ ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟକୁ ଅଣାଯାଇଛି । ଏୟାର…