ଆରବିଆଇର ବଡ଼ ନିଷ୍ପତ୍ତି: ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆଉ ପଡିବନି ଡେବିଟ୍ କାର୍ଡର ଆବଶ୍ୟକତା
ମୁମ୍ବାଇ : ଆରବିଆଇର ବଡ଼ ନିଷ୍ପତ୍ତି । ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆଉ ପଡିବ ନାହିଁ ଡେବିଟ୍ କାର୍ଡର ଆବଶ୍ୟକତା । ବର୍ତ୍ତମାନ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ଏହି ଭଳି ନିଷ୍ପତି ନେଇଛି । କାର୍ଡଲେସ୍ ଡିପୋଜିଟ୍ ର ସୁବିଧା ଅନେକ ବ୍ୟାଙ୍କ ପ୍ରଦାନ କରୁଥିବା ବେଳେ ୟୁପିଆଇରୁ…