ଗିରଫ ହେଲେ ଗୋପୀ ବୋହୂ, ହୀରା ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଆସିଲା ଦେବୋଲିନାଙ୍କ ନାଁ
ଗିରଫ ହେଲେ ଗୋପୀ ବୋହୂ । ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ଯ । ଲୋକପ୍ରିୟ ଟିଭି ଧାରାବାହିକ ସାଥ୍ ନିଭାନା ସାଥୀୟାରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ଯ୍ଯ କରିଛି ଆସାମ ପୋଲିସ୍ । ହୀରା ବ୍ୟବସାୟୀ ରାଜେଶ୍ବର କିଶୋରୀଲାଲଙ୍କ ମର୍ଡର କେସରେ…