କରଜରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତ, କରନ୍ତୁ ମହାଲକ୍ଷ୍ମୀଙ୍କ ଏହି ଉପାୟ
ଜୀବନରେ ହାନୀ ଲାଭ ଲାଗି ରହିଛି । କେବେ ଧନର ବର୍ଷା ତ କେବେ ଅଭାବ । ଯେତେବେଳେ ଧନର ଅଭାବ ହୁଏ ଋଣ,କରଜ ବା ଲୋନର ଆବଶ୍ୟକ ହୋଇଥାଏ । ଋଣ ବା ଲୋନ ଠିକ୍ ସମୟରେ କିପରି ପରିଶୋଧ ହୋଇପାରିବ, ସେଥିପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ହେଲେ ତଥାପି କୌଣସି ନା କୌଣସି କାରଣରୁ ଋଣ ପରିଶୋଧ…