Browsing Tag

debu bose

ବାପ ଛେଉଣ୍ଡ ହେଲା ଓଲିଉଡ୍ : ପରଲୋକରେ ଦେବୁ ଦା

ଭୁବନେଶ୍ବର(କେନ୍ଯୁଜ୍) : ବାପ ଛେଉଣ୍ଡ ହେଲା ଓଲିଉଡ୍ । ପରଲୋକରେ ଦେବୁ ଦା । ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦେବୁ ବୋଷ । ଗତ କିଛି ମାସ ହେବ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଦେବୁ ବୋଷଙ୍କ ବିୟୋଗରେ…