‘ଏଏ୨୨’କୁ ନେଇ ଆସିଲା ନୂଆ ଅପଡେଟ, ମହାଭାରତରେ ପ୍ରେରିତ ହେବ ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ
ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜ ଆଗାମୀ ଫିଲ୍ମ ‘ପୁଷ୍ପା ଦ ରୁଲ’ ଅର୍ଥାତ ‘ପୁଷ୍ପା ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ପରେ ଅଲ୍ଲୁ ଆଉ ଏକ ବଡ଼ ପ୍ରୋଜେକ୍ଟ ରେ ସାମିଲ ହେବେ । ରିପୋର୍ଟ ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ଅଗାମୀ ଫିଲ୍ମର ଡାଇରେକ୍ସନ ତ୍ରିବିକ୍ରମଙ୍କ ଦ୍ୱାରା ହେବ…