କଟକ ସହର ପାଇଁ Decongestion Plan ଘୋଷଣା, ୬ ଲେନ ହେବ କଟକ ରିଂ ରୋଡ୍
ସରସ ସୁନ୍ଦର ହେବ ମିଲେନିୟମ୍ ସିଟି । ଝଲସିବ କଟକ ସହର । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ ପ୍ଲାନ । ଆଜି କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଘୋଷଣା କରିଛନ୍ତି, କଟକ…