Browsing Tag

decorate home

ସାଧାରଣ ଘରେ ଅସାଧାରଣ କଳାକୃତି, ତିଆରି ହେବାକୁ ଲାଗିଛି ୨୫ ବର୍ଷ, ଏବେ ସାଉଁଟୁଛି ପ୍ରଶଂସା

କୁହାଯାଏ ଘର ହେଉଛି ମନ୍ଦିର, ଘର ସ୍ୱର୍ଗ । ଭଲ ଘରଟିଏ ତିଆରି କରିବାକୁ ଯେ କେହି ସ୍ୱପ୍ନ ଦେଖିଥାନ୍ତି । ଏଥିପାଇଁ କାହାକୁ କେତେ ବର୍ଷ ବି ଲାଗିଯାଏ । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଭିଏତନାମର ଯିଏ କି ତାଙ୍କର ସ୍ୱପ୍ନର ଘର ତିଆରି କରିବାରେ ୨୫ ବର୍ଷ ଲଗାଇ ଦେଇଛନ୍ତି । ଶୁଣି…