Browsing Tag

dedera water fall

ଥରେ ବୁଲି ଆସନ୍ତୁ ରେଢାଖୋଲ ଦେଦେରା ଜଳପ୍ରପାତ, ଅବସାଦ ପୁରା ଗାଏବ ହୋଇଯିବ

ରେଢାଖୋଲ(କେନ୍ୟୁଜ୍): ଦେଦେରା ଜଳପ୍ରପାତ । ରେଢାଖୋଲରୁ ୫୦ କିଲୋମିଟର ଏବଂ ନାକଟିଦେଉଳରୁ ୩୦ କିଲୋମିଟର ଦୂରରେ ରହିଛି ଏହି ଦେଦେରା ଜଳପ୍ରପାତ । ଗୋଟିଏପଟେ ସୁଉଚ୍ଚ ପାହାଡ଼ ଓ ସେଥିରୁ ପଥର ଉପରେ କଚାଡ଼ି ହୋଇ ପଡୁଥିବା ଝରଣାର ଘୋ ଘୋ ଶବ୍ଦ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ଆଉ ଶୀତ…