Browsing Tag

deduction in traffic fine

ରାଜ୍ୟରେ ଟ୍ରାଫିକ୍‌ ଫାଇନ କମିବାନେଇ ପରିବହନ ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ କମିପାରେ ଟ୍ରାଫିକ୍‌ ଫାଇନ । ଅତ୍ୟଧିକ ଫାଇନ୍‌ ଆଦାୟର ସରଳୀକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । କେତେ ଫାଇନ କମାଇବୁ, ତର୍ଜମା ହେବ । ଫାଇନ କମାଇଲେ ତାର ପ୍ରଭାବ କ’ଣ ପଡ଼ିବ, ସେନେଇ ବିଚାରବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ । ଫାଇନ…