ଆନ୍ଧ୍ର ଉପକୂଳରେ ଅବପାତ ସକ୍ରିୟ: ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା
ଭୁବନେଶ୍ୱର : ଆନ୍ଧ୍ର ଉପକୂଳରେ ଅବପାତ ସକ୍ରିୟ । ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଆଗକୁ ବଢୁଛି । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି । ବର୍ଷା ସାଙ୍ଗକୁ ଥଣ୍ଡା…