ଧୋନିଙ୍କୁ ବାରମ୍ବାର ଚିଡ଼ାଉଥିଲେ ଦୀପକ ଚହର, ବ୍ୟାଟରେ ପିଟିଲେ ଧୋନି : ଭିଡିଓ ଭାଇରଲ
ଦୀପକ ଚହର ଏବଂ ଏମଏସ ଧୋନିଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ହେଲେ ଏଥର ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ସହିତ ନାହାନ୍ତି ଦୀପକ ଚହର । ଦୀପକ ଚହର ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ଆଉ ଗତକାଲିର ମ୍ୟାଚରେ ଦୁହିଁଙ୍କ ମଧ୍ୟରେ ପରସ୍ପରକୁ ନେଇ ଚିଡ଼ାଉଥିବାର…