ଆଜି ପ୍ରେମିକା ଜୟାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ ଅଲରାଉଣ୍ଡର ଦୀପକ ଚହର
ଭାରତୀୟ ଟିମ୍ ତଥା ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ଦୀପକ ଚହର ଗାର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ଆଜି ବିବାହ କରିବାକୁ ଯାଉଛନ୍ତି। ଆଗ୍ରାର ଦୀପକ ଚହର ଦିଲ୍ଲୀର ବାରହଖମ୍ଭା ନିବାସୀ ଏଣ୍ଟରପ୍ରେନ୍ୟୁଅର ଜୟା ଭରଦ୍ୱାଜଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ। ଦୀପକ ନିଜ ରିଲେସନସିପ ନେଇ…