deepak dobriyal

କର୍ମଚାରୀଙ୍କ ପାଇଁ ବଡ ପଦକ୍ଷେପ ନେଲେ ଅଭିନେତା ଦୀପକ ଡୋବରିୟାଲ, କହିଲେ ଲୋନ କରିବାକୁ ପଡୁ ପଛେ କର୍ମଚାରୀଙ୍କୁ ଦେବି ଦରମା

କରୋନା ଭାଇରସ କାରଣରୁ ଦେଶରେ ଆସନ୍ତା ୩ମେ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି। ଲକଡାଉନ କାରଣରୁ ଅନେକ କ୍ଷେତ୍ରରେ କର୍ମଜୀବୀମାନଙ୍କ ଦୈନିକ ଜୀବନର ଆୟ ଉପରେ ରୋକ…

4 years ago