ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା, ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ : ଦୀପାଳି
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ CBI ତଦନ୍ତ ପାଇଁ ଲିଖିତ ଦେବୁ। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଝିଅ ଦୀପାଳି ଦାସ । ସିବିଆଇକୁ ଲେଖିବାକୁ ଥିବା ଚିଠି ପ୍ରସ୍ତୁତ କରୁଛୁ । ଆମେ ପରିବାର ଓ ଦଳ ସହ ଆଲୋଚନା…