ଦୀପିକା ପାଦୁକୋନଙ୍କ ୬ଟି ଦମଦାର ଫିଲ୍ମ, ବକ୍ସ ଅଫିସରେ କରିଥିଲା ଜବରଦସ୍ତ ଆୟ
ବଲିଉଡର ବହୁ ଚର୍ଚ୍ଚିତ ହିରୋଇନ ହେଉଛନ୍ତି ଦୀପିକା ପାଦୁକୋନ । ସେ ୨୦୦୪ ରେ ଫାଶନ ଷ୍ଟାଇଲିଷ୍ଟ ଏବଂ କୋରିଓଗ୍ରାଫର ପ୍ରସାଦ ବିଦପ୍ପାଙ୍କ ସହ ମଡେଲିଙ୍ଗ ଆରମ୍ଭ କରିଥିଲେ । ଏହାଛଡା ସେ ମୁମ୍ବାଇରେ ରହୁଥିବା ପୁନିତ ବର୍ମା ଏବଂ ୱେଣ୍ଡଲ ରୋଡ୍ରିକ୍ସଙ୍କ ଭଳି ଫ୍ୟାଶନ ଡିଡାଇନରଙ୍କ ସହ କାମ…