Browsing Tag

deepika padukon

ଦୀପିକା, ସାରା, ଶ୍ରଦ୍ଧା ଓ ସୋନାକ୍ସୀଙ୍କ ପରେ ଏବେ ଆସିଲା ଦିୟା ମିର୍ଜାଙ୍କ ନାମ, କହିଲେ ନେବି ଆଇନର ଆଶ୍ରୟ

ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ବଲିଉଡରେ ସୃଷ୍ଟି ହୋଇଛି ହଂଗାମା । ଡ୍ରଗ୍ସ ମାମଲାରେ ରିୟା ଜେଲ ଗଲା ପରେ ଏବେ ବଲିଉଡରୁ ଜଣକ ପରେ ଜଣେ ଡ୍ରଗ୍ସ ଲିଙ୍କରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତ ଅନେକ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ପଦାକୁ ଆସିଲେଣି । ଧୀରେ ଧୀରେ ଫିଟୁଛି…

ଦୀପିକାଙ୍କ ପରେ ଏବେ ଡ୍ରଗ୍ସ ଲିଙ୍କ୍‌ରେ ସୋନାକ୍ଷୀ ସିହ୍ନାଙ୍କ ସମେତ ଆଉ ୨ ସେଲିବ୍ରିଟି, ଖୁବ୍‌ଶୀଘ୍ର ବନ୍ଧା ହେବେ!

ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌ର ଗୁମର ଖୋଲୁଛି। ଏହି ମାମଲାରେ ପ୍ରଥମେ ରିୟା ଗିରଫ ହେବା ପରେ ଏବେ ସେ ଗୋଟି ଗୋଟି କରି ସମସ୍ତଙ୍କ ନାଁ କହୁଛନ୍ତି। ତେବେ ପଚରାଉଚରା ବେଳେ ରିୟା ୨୫ ଜଣ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି। ଏଥିରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ…

ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌, ଗୋଟିଏ ଫିଲ୍ମ ପାଇଁ ନେଉଛନ୍ତି ଏତେ କୋଟି

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର…

ସ୍କୁଲ ଦିନରେ ଏମିତି ଦେଖାଯାଉଥିଲେ ବଲିଉଡର ସେଲିବ୍ରିଟି, କିଛିଙ୍କୁ ଆପଣ ଚିହ୍ନିପାରିବେ ନାହିଁ

ସେଲିବ୍ରିଟିମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ସେୟାର କରିଥାନ୍ତି । କେତେକ ଫଟୋରେ ସେମାନଙ୍କୁ ଚିହ୍ନିବା ସହଜ ହୋଇଥିବା ବେଳେ କିଛି ଫଟୋକୁ ବାରମ୍ବାର ଦେଖିବା ପରେ ମଧ୍ୟ ଏହି ତାରକା କିଏ ତାହା ଜାଣିବା କଷ୍ଟକର ହୋଇପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଠିକ ସେହିପରି କିଛି ଷ୍ଟାର…

ଦୀପିକା ପାଦୁକୋନଙ୍କଠୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ଏପରି ଲଢ଼ୁଛନ୍ତି କରୋନା ସହ, ସେୟାର କଲେ ଭିଡିଓ

ଯେଉଁଠି ଗୋଟିଏ ପଟେ କରୋନାର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ୟପଟେ ପ୍ରତ୍ୟେକ ଲୋକ COVID-19 ସହ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ଏହି ପ୍ରସ୍ତୁତିରେ ଆଗେଇ ଆସିଛନ୍ତି ଫିଲ୍ମ ଷ୍ଟାର । ନିକଟରେ ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମା କହିଛନ୍ତି ଯେ କରୋନା ସହ ଲଢ଼ିବା…

କରୋନା ଭାଇରସକୁ ଡରିଲେ ଦୀପିକା, କରି ବସିଲେ କିଛି ଏମିତି କାମ

ବିଶ୍ୱ ବ୍ୟାପି କରୋନା ଭାଇରସକୁ ନେଇ ଲୋକଙ୍କ ଡର ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି । ଏଥିରୁ ବା ବଲିଉଡ କଳାକାର ମାନେ ବାଦ ପଡନ୍ତେ କିପରି । ଏହି ଡର ବଲିଉଡ କଳାକାର ମାନଙ୍କୁ ବି ନିଜ ଅକ୍ତିଆରକୁ ନେଇ ଗଲାଣି । କିଛି ଦିନ ପୂର୍ବେ ରଣବୀର କାପୁରଙ୍କୁ ଏକ ଏୟାର ପୋର୍ଟରେ ମାସ୍କ ଲଗାଇ…

ଜିମ୍‌ରେ ଏକ୍ସରସାଇଜ୍‌ କରୁଥିଲେ ଦୀପିକା ପାଦୁକୋନ୍‌, ଏତିକି ବେଳେ ବାଜିଲା ‘ଲୁଙ୍ଗି ଡ୍ୟାନ୍ସ’ ଗୀତ, ଆଉ ତା’ପରେ…

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦୀପିକା ଜିମ୍‌ରେ ଏକ୍ସରସାଇଜ୍‌ କରୁଥିବା ଦେଖାଯାଇଛି। ଦୀପିକା ଟ୍ରେନରଙ୍କ ସହ ଖୁବ୍‌ ଗମ୍ଭୀର ଭାବେ ବ୍ୟାୟାମ କରୁଛନ୍ତି। କିନ୍ତୁ ଏହି ସମୟରେ ହଠାତ୍‌ ତାଙ୍କ ଫିଲ୍ମ ‘ଚେନ୍ନାଇ…

ଯେତେବେଳେ ନିଜ ପତିଙ୍କୁ ଚିପ୍ସ ଆଣିବା ପାଇଁ ଆଦେଶ ଦେଲେ ଦୀପିକା, ଜାଣନ୍ତୁ କିଭଳି ଥିଲା ଫ୍ୟାନ୍ସଙ୍କ ପ୍ରତିକ୍ରିୟା

ବଲିଉଡ୍‌ର ଷ୍ଟାର ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ପରେ ପ୍ରଥମ ଥର ଏକାଠି ସିଲଭର୍‌ ସ୍କ୍ରିନ୍‌ରେ ନଜର ଆସିବେ। ଦୁଇଜଣ କବୀର ଖାନ୍‌ଙ୍କ ଫିଲ୍ମ ୮୩ରେ ଏକାଠି ନଜର ଆସିବେ। ଫିଲ୍ମଟି ୧୯୮୩ କ୍ରିକେଟ ଓ୍ଵାର୍ଲ୍ଡ କପ ଉପରେ ଆଧାରିତ। ରଣବୀର ସିଂହ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ନିଜର…

ଦୀପିକା ପାଦୁକୋନଙ୍କୁ ବାବା ରାମଦେବଙ୍କ ପରାମର୍ଶ, ମୋ ଭଳି ପରାମର୍ଶଦାତାଙ୍କୁ ରଖ ପାଖରେ. . .

ସାଧାରଣତଃ କଂଗ୍ରେସର ସମାଲୋଚନା କରୁଥିବା ବାବା ରାମଦେବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପ୍ରଶଂସା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଇନ୍ଦୋରରେ ମିଡିଆ ରିପୋର୍ଟରେ ମନ୍ତବ୍ୟ ଦେଉଥିବା ବେଳେ ବାବା ରାମଦେବ ମୁଖ୍ୟମନ୍ତ୍ରୀ କମଲନାଥଙ୍କର ଖୁବ୍ ପ୍ରଶଂସା କହିଲେ ଯେ ମୋ ଯେତିକି ପ୍ରେମ…

‘ଛପାକ’ର ପ୍ରମୋସନ ବେଳେ ଏପରି ନିଜ ଅନୁଭୂତି ବଖାଣିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଅଭିନୟ ଓ ଷ୍ଟାଇଲକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏତିକି ନୁହେଁ ବାସ୍ତବ ଦୁନିଆରେ ଦୀପିକା ଜଣେ ଖୁବ ଷ୍ଟ୍ରଙ୍ଗ ମହିଳା ମଧ୍ୟ । ଦୀପିକାଙ୍କ ଏହି ସ୍ୱତନ୍ତ୍ରତା ତାଙ୍କ ଅଭିନୀତ ଫିଲ୍ମ ଛପାକ ଦେଖିଲେ ଯେ କେହି ଜାଣିପାରିବ | ଦୀପିକା ଏହି…

ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ଦୀପିକା ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ

'ଷ୍ଟୁଡେଣ୍ଟ ଅଫ ଦ ଇୟର 2'ରୁ ବଲିଉଡରେ ଡେବ୍ୟୁ କରିଥିବା ଅନନ୍ୟା ପାଣ୍ଡେଙ୍କର ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'ପତି ପତ୍ନୀ ଔର ୱ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କର ଅଭିନୟକୁ ଲୋକମାନେ ଖୁବ ତାରିଫ କରୁଥିବା ଦେଖିବାକୁ ମିଳିଛି ।…

ଆସନ୍ତା କାଲି ରିଲିଜ୍ ହେବ ଫିଲ୍ମ ‘ଛପାକ୍’ର ଟ୍ରେଲର, ସୋସିଆଲ ମିଡିଆରେ ପ୍ରଥମ ଝଲକ୍ ସେୟାର କଲେ ଦୀପିକା

ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ଜଣେ ଏସିଡ୍ ପୀଡିତାଙ୍କ ସତ୍ଯ କାହାଣୀ ଉପରେ ଆଧାରିତ, ଯାହା ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚା ହୋଇସାରିଛି। ଦର୍ଶକଙ୍କୁ ଫିଲ୍ମର ଟ୍ରେଲର ‘ୱାଲ୍ଡ ହ୍ଯୁମାନ ରାଇଟସ୍ ଡେ’ ଅର୍ଥାତ ଆସନ୍ତା କାଲି ରିଲିଜ୍ ହେବ। ଫିଳ୍ମର କାହାଣୀ ଜଣେ ଏସିଡ୍ ପୀଡିତାଙ୍କ ଜୀବନି…