ପୁଣି ରଣବୀର-ଦୀପିକାଙ୍କ ଘରକୁ ଆସିବେ ନୂଆ ଅତିଥି, ପ୍ରେଗ୍ନେନ୍ସି କିଟ୍ କଲେ ସେୟାର
ପୁଣି ବାପା-ମା ହେବେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ସିଂ ଏବଂ ଦୀପିକା ପାଦୁକୋନ । ଆଜି ନିଜେ ଦୀପିକା ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଖୁସି ଖବର ଭାଇରାଲ ହେବା ପରେ ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା…