Browsing Tag

deepika padukone

ଫିଲ୍ମ ‘ପଠାନ’ର ବିକନୀ ବିବାଦରେ ମୁହଁ ଖୋଲିଲେ ଅଭିନେତ୍ରୀ ଆଶା ପାରେଖ, କହିଲେ ଆମ ଚିନ୍ତାଧାରା ହୀନ ହୋଇଗଲାଣି

ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ । ଏହି ଗୀତରେ ଦୀପିକା ପାଦୁକୋନଙ୍କ କେଶରୀ ରଙ୍ଗର ବିକନୀ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ କେତେକ ହିନ୍ଦୁ ସଂଗଠନ ଆପତ୍ତି କରିଛନ୍ତି। ଏହାକୁ…

ପୁଣି ଦୀପିକାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶାହରୁଖ, ରିଲିଜ ହେଲା ପଠାନର ନୂଆ ଗୀତ

ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ହେଲେ ଏହାକୁ ନେଇ ମେକର୍ସ ଜମାରୁ ଚିନ୍ତିତ ନୁହନ୍ତି । ଫିଲ୍ମକୁ ଅଧିକ ଲୋକପ୍ରିୟ କରିବା ପାଇଁ ମେକର୍ସ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ରିଲିଜ ହୋଇଛି ଫିଲ୍ମର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’ । ଆଉ ଗୀତଟି ଦର୍ଶକଙ୍କୁ…

ଫିଫା ବିଶ୍ୱକପ୍‌ ୨୦୨୨ ଟ୍ରଫି ଉନ୍ମୋଚନ ପାଇଁ କାହିଁକି ମନୋନୀତ ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ; ଭାରତକୁ…

ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍‌ ଗତକାଲି ୧୮ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା, ଯାହାକି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ଫୁଟବଲ ଫାଇନାଲ ମ୍ୟାଚ୍‌ ଭାବରେ ଜଣାଯାଇଥିଲା। ବିଶ୍ୱକପ ଫାଇନାଲର ଆଉ ଏକ ଆକର୍ଷଣ ଥିଲା ଷ୍ଟାର ଗୋଲ୍ଡ ଟ୍ରଫି,…

ବିକିନୀ ବିବାଦରେ ବଢ଼ିଲା ଦୀପିକା ପାଦୁକୋନଙ୍କ ସମସ୍ୟା; ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ଅଭିଯୋଗ

ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ବିବାଦ ଉଠିଛି। ଏହାରି ଭିତରେ ଖବର ଆସୁଛି କି, ଫିଲ୍ମର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ଦୀପିକା ପାଦୁକୋନଙ୍କ ଗେରୁଆ ବିକିନୀକୁ ନେଇ ଏତଲା ଦିଆଯାଇଛି। ଫିଲ୍ମର ଗୀତ…

ଗେରୁଆ ରଙ୍ଗର ବିକିନୀ ଗ୍ରହଣୀୟ ନୁହେଁ ବୋଲି କହିଲେ ଶର୍ଲିନ ଚୋପ୍ରା! ଦୀପିକା ପାଦୁକୋନଙ୍କୁ କହିଲେ ଟୁକ୍‌ଡେ ଟୁକ୍‌ଡେ…

‘ପଠାନ୍‌’ର ପ୍ରଥମ ଗୀତ ‘ବେସରମ୍‌ ରଙ୍ଗ୍‌’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେ ଏହାକୁ ବିରୋଧ କରୁଥିବା ଲୋକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶର୍ଲିନ ଚୋପ୍ରା। ଶର୍ଲିନ ଏହି ମାମଲାରେ ଦୀପିକାଙ୍କୁ…

ରଣବୀର ଏବଂ ଦୀପିକାଙ୍କ ଜରବଦସ୍ତ ଡ୍ୟାନ୍ସରେ ଲାଗିଲା ‘କରେଣ୍ଟ’, ରିଲିଜ ହେଲା ଫିଲ୍ମ ‘ସର୍କସ’ର ପ୍ରଥମ ଗୀତ

ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସର୍କସ’ର ପ୍ରଥମ ଗୀତ ‘କରେଣ୍ଟ ଲଗା ରେ’ ରିଲିଜ ହୋଇଛି। ଏହି ଗୀତରେ ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଦୁହିଁଙ୍କ ଯୋଡି ଅନ ସ୍କ୍ରିନ ଧମାଲ୍‌ କରୁଛନ୍ତି । କମେଡି ଡ୍ରାମା…

ଦୀପିକା ପାଦୁକୋନ୍‌ ଯିବେ ଫିଫା ବିଶ୍ୱକପ୍‌ ଫାଇନାଲ୍‌କୁ, କରିବେ ଟ୍ରଫି ଉନ୍ମୋଚନ

ମୁମ୍ବାଇ : ଏବେ ସବୁଠି ଫିଫା ବିଶ୍ୱ କପ୍‌ର ଉତ୍ସାହ । ଯଦିଓ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଖେଳୁ ନାହିଁ ତଥାପି ଦେଶର ଫୁଟ୍‌ବଲ୍‌ ପ୍ରେମୀ ଖେଳକୁ ଉପଭୋଗ କରୁଛନ୍ତି । ତେବେ ଏସବୁ ଭିତରେ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବିଶ୍ୱ କପ୍‌ରେ ଯୋଡ଼ି ହେବେ ବଲିଉଡ୍‌ କୁଇନ୍‌ ଦୀପିକା…

ଦୁନିଆର ସର୍ବଶ୍ରେଷ୍ଠ ସୁନ୍ଦରୀଙ୍କ ତାଲିକାରେ ସ୍ଥାନ ପାଇଲେ ଦୀପିକା ପାଦୁକୋନ, ଏମିତି ଥିଲା ସୁନ୍ଦରୀ ମନୋନୟନ

ଦୀପିକା ପାଦୁକୋନଙ୍କୁ ବଲିଉଡର ବହୁତ ଟାଲେଣ୍ଟେଡ ଅଭିନେତ୍ରୀ ବୋଲି ଧରାଯାଏ । ସେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରୟ । ଓମ୍‌ ଶାନ୍ତି ଓମରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଦୀପିକା ଅନେକ ସୁପର ଡୁପର ହିଟ ଫିଲ୍ମ ଦେଇଛନ୍ତି । ନିଜର ସୁନ୍ଦର ଅଭିନୟ ପାଇଁ ସେ…

ଦୀପିକା ପାଦୁକୋନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଲା; ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି

‘ବାଜିରାଓ ମସ୍ତାନୀ’ର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲ ନେବାକୁ ପଡ଼ିଛି। ଖବରରୁ ଜଣାପଡ଼ିଛି ଯେ ଅଭିନେତ୍ରୀଙ୍କୁ ଭୟ ଲାଗିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀପିକାଙ୍କ ସହିତ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିସାରିଛି।…

ରଣବୀର ସିଂହଙ୍କ ନଗ୍ନ ଫଟୋ ଦେଖି ଇମ୍ପ୍ରେସ ହୋଇଛନ୍ତି ସ୍ତ୍ରୀ ଦୀପିକା, ଦେଲେ ଏମିତି ରିଆକ୍ସନ୍‌

ବଲିଉଡ୍‌ ଅଭିନେତା ତଥା ଫ୍ୟାଶନ୍‌ ଆଇକନ୍‌ ରଣବୀର ସିଂହ ଏବେ ନିଜ ଫଟୋସୁଟ୍‌ ପାଇଁ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏକ ମାଗାଜିନ୍‌ ପାଇଁ ନଗ୍ନ ଫଟୋ ସୁଟ୍‌ କରି ଖବରର ଶିରୋନାମାରେ ରହିଛନ୍ତି ରଣବୀର। ଗତକାଲି ତାଙ୍କର ଏହି ନ୍ୟୁଡ୍‌ ଫଟୋ ଭାଇରାଲ ହେବା ପରେ ସେଲିବ୍ରିଟିଙ୍କର ଭିନ୍ନ ଭିନ୍ନ ମତ…

‘ବ୍ରହ୍ମାସ୍ତ୍ର ୨’ରେ ଦୀପିକା ପାଦୁକୋନ୍‌ଙ୍କ ଏଣ୍ଟ୍ରି, ପାର୍ବତୀ ଭୂମିକାରେ ଆସିବେ ନଜର; ଆରମ୍ଭ କଲେଣି ସୁଟିଂ

ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବ୍ରହ୍ମାସ୍ତ୍ରକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌ ଦେଖିବାକୁ ମିଳିଛି। ସେପ୍ଟେମ୍ବର ୯ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ପୂର୍ବରୁ ହିଁ ଲୋକମାନେ ଟ୍ରେଲରକୁ ବେଶ୍‌ ପସନ୍ଦ କରୁଛନ୍ତି ଓ ଏବେ ଫିଲ୍ମକୁ ଦେଖିବାକୁ ଆଗ୍ରହର ସହ ଅପେକ୍ଷା…

ପୁଣିଥରେ ଶାହାରୁଖଙ୍କ ହିରୋଇନ୍‌ ହେବେ ଦୀପିକା ପାଦୁକୋନ୍‌, ପଠାନ୍‌ ପରେ ଏବେ ଏହି ଫିଲ୍ମରେ ଏକାଠି ଆସିବେ ନଜର

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କ ପ୍ରିୟ ଯୋଡ଼ି ପୁଣିଥରେ ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ଓମ୍‌ ଶାନ୍ତି ଓମ୍‌, ଚେନ୍ନାଇ ଏକ୍ସପ୍ରେସ, ହାପ୍ପି ନ୍ୟୁ ଇୟରରେ ଉଭୟଙ୍କୁ ଦର୍ଶକେ ଏକାଠି ଦେଖିସାରିଛନ୍ତି। ଶାହାରୁଖ ଓ…