ବିମାନ ବନ୍ଦରରେ ପୁଣିଥରେ ଦେଖାହେଲେ ଦୀପିକା ଓ ରଣବୀର, ଇଣ୍ଟରନେଟ୍ ରେ ଭାଇରାଲ୍ ହେଲା ଭିଡିଓ..
ବଲିଉଡ୍ ର ଦୁଇ ଲୋକପ୍ରିୟ କଳାକାର ଦୀପିକା ପାଦୁକୋନ ଓ ରଣବୀର କପୁର । ଦୁହିଁଙ୍କୁ ପୁଣିଥରେ ସାଙ୍ଗରେ ଦେଖିବାକୁ ମିଳିଛି । ଏଥର ଦୁହିଙ୍କ ସାକ୍ଷାତକାର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ଓ ଚର୍ଚ୍ଚା ହୋଇଥିଲା । ଶନିବାର ଦିନ ଦିଲ୍ଲୀରେ ସେ ମୁମ୍ବାଇ ଫେରିବା ସମୟରେ ଦୁଇଜଣଙ୍କ ଏୟାରପୋର୍ଟ…