ବାଜିରାଓଙ୍କୁ ମିଳିବ ମସ୍ତାନୀ, ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଦୁଇ ଲଭ୍ ବର୍ଡ ଦୀପବୀର
ଇଟାଲୀ : ବାଜିରାଓଙ୍କୁ ମିଳିବ ମସ୍ତାନୀ । ପ୍ରେମରୁ ବିବାହ । ଆଜି ବାହା ହେବେ ବଲିଉଡର ଦୁଇ ଲଭ୍ ବର୍ଡ ଦୀପବୀର । ଟ୍ରାଡିସିନାଲ୍ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ । ଇଟାଲୀର ଲେକ୍ କୋମୋରେ ଏହି ହାଇପ୍ରୋଫାଇଲ୍ ବିବାହ ଅନୁଷ୍ଠିତ ହେଉଛି । ବିବାହରେ ହାତ ଗଣିତ କିଛି…